ଓଡିଶା

୪ ବର୍ଷର ନିଷ୍ପାପ କୁନି ଶିଶୁ ‘ପ୍ରିୟାଂଶୁ’ ରକ୍ତ କର୍କଟରେ ପୀଡିତ…

ସାହାଯ୍ୟର ହାତ ବଢାଇବା ପାଇଁ ଆକୁଳ ନିବେଦନବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : କୁନି କୁନି ପାଦରେ ଥୁକୁଲୁ ଥୁକୁଲୁ ଚାଲିବା ଓ ବାଲିରେ ଖେଳିବା ବୟସରେ କୁନି ଶିଶୁଟି ଆଜି ବଞ୍ଚିବା ପାଇଁ ମେଡ଼ିକାଲରେ ସଂଘର୍ଷ କରୁଛି । ନିଷ୍ପାପ ଶିଶୁ ଆଜି ମେଡିକାଲର ବେଡ଼ ଉପରେ ଶୋଇ ବଞ୍ଚିବା ପାଇଁ ରାହା ଖୋଜୁଛି । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡା ବ୍ଲକର ସୁମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ସୁମଣ୍ଡଳ ଶିବାନନ୍ଦ ମାର୍ଗ ସାହିର ସନ୍ତୋଷ […]

ଓଡିଶା

୧୭ରୁ ବନ୍ଦ ହେବ ଭୁବନେଶ୍ୱର ଏମ୍ସ ଓପିଡ

ଆସନ୍ତା ୧୭ରୁ ବନ୍ଦ ହେବ ଭୁବନେଶ୍ୱର ଏମ୍ସ ଓପିଡି । ଏ ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା ଚାଲୁ ରହିବ । ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହୁଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ହସ୍ପିଟାଲର ଓପିଡିକୁ ବ୍ୟବହାର କରାଯାଉଛି […]