ଓଡିଶା

ମମତା ଡିପିଏ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ମଧ୍ୟରେ ମଧୁଚନ୍ଦ୍ରକା ଅଭିଯୋଗ…

କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲାରେ ସମୁଦାୟ ୧୬ ଟି  ଛତୁଆ  ପ୍ରସ୍ତୁତି କେନ୍ଦ୍ର ରହିଥିବା ବେଳେ ଗୋଟିଏ ଛତୁଆ ପ୍ରସ୍ତୁତି କେନ୍ଦ୍ରରୁ ଜିଲ୍ଲା କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଦୁର୍ନୀତି କରି ଚାଲିଥିବା ଏବଂ ମମତା (ଡିପିଏ) ସୂର୍ଯ୍ୟନାରାୟଣ ସାହୁଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଘଣ୍ଟ ଘୋଡ଼େଇବା ଘଟଣା ଏବେ ଉଭୟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସନ୍ଦେହ କରାଯାଉଛି l କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ରରୁ ପିଏ ଶ୍ରୀ ସାହୁ କୁଆଡେ […]

ଓଡିଶା

ଭୁଲ ଖବର ପରିବେଷଣକୁ ନିନ୍ଦା କଲେ AICWC ର ରାଜ୍ୟ ଉପସଭାପତି…

କନ୍ଧମାଳ, (ଏଫ୍ଟୁଏସ୍) : ଶିକ୍ଷକ ହେଉଛନ୍ତି ଜ୍ଞାନଗୁରୁ, ସଂସ୍କାର ଗୁରୁ । ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷଣା କରିଛନ୍ତି । ମାତ୍ର ଯଦି ଜଣେ ଛାତ୍ର ନିଜର ପ୍ରାରମ୍ଭ ଜୀବନରୁ ହିଁ ଭ୍ରଷ୍ଟ ହେବ, ତେବେ ତାକୁ ସଜାଡିବା ହେଉଛି ଶିକ୍ଷକଙ୍କର କର୍ତ୍ତବ୍ୟ । ଏହି କର୍ତ୍ତବ୍ୟକୁ ସଫଳତାର ସହ ସମ୍ପାଦନ କରୁଥିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବଲସ୍କୁମ୍ପା ପଞ୍ଚାୟତ ନିକଟରେ ଥିବା ଛନ୍ଦୁରୁପଦର ସରକାରୀ ପ୍ରାଥମିକ […]

ଓଡିଶା

ଅସହାୟ ନାବାଳକଙ୍କ ମାଆଙ୍କର ଶୁଦ୍ଧିକ୍ରିୟାରେ ସହଯୋଗର ହାତ ବଢ଼େଇଲେ ସମାଜସେବୀ…

କେନ୍ଦ୍ରାପଡ଼ା, (ଏଫ୍ ଟୁ ଏସ୍) : ଗତ ତିନି ବର୍ଷ ହେଲାଣି ବାପା ଆରପାରିରେ । ପର ଘରେ ମୂଲ ଲାଗି ବହୁ ଦୁଃଖ କଷ୍ଟରେ ଚଳୁଥିଲେ ଦୁଇ ପୁଅ ଏବଂ ମା । ହେଲେ ବିଧିର ବିଧାନ ଥିଲା ଅଲଗା । କୁହାଯାଏ ଭଗବାନ ଯେତେବେଳେ ଦୁଃଖ ଦିଅନ୍ତି ପୁରା ଛପର ଫାଡି ଦିଅନ୍ତି । ମା ମଧ୍ୟ କିଛି ଦିନ ତଳେ ବ୍ରେନ୍ ଷ୍ଟ୍ରୋକରେ ପରପାରିକୁ ଚାଲିଗଲେ । ଏଭଳି ଦୁଃଖଦ ଘଟଣା ଦେଖିବାକୁ […]

ଓଡିଶା

ଅସହାୟଙ୍କ ଦୁଃଖ ବୁଝିଲେ ସମାଜସେବୀ…

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବରକନ୍ଦା ପଞ୍ଚାୟତ ସାଠିଏବାଟି ଗ୍ରାମର ଅସହାୟ ଗରିବ ନିରୀହ ବୃଦ୍ଧବୃଦ୍ଧାଙ୍କୁ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ରାଜ୍ୟ ଉପ ଅଧ୍ୟକ୍ଷା ପ୍ରଜ୍ଞାପରମିତା ପ୍ରଧାନ ଏବଂ ଅଧ୍ୟକ୍ଷ ତଥା AICWC ର ରାଜ୍ୟ ଉପସଭାପତି କୁନା ଦିଗାଲଙ୍କ ମିଳିତ ସହଯୋଗରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି l ଦୀର୍ଘ ଦିନ ଧରି ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ଭତ୍ତା, ଆବାସ ଗୃହ, ବିଜୁ ପକ୍କାଘର ଭଳି ସରକାରୀ ଯୋଜନାରୁ ବଞ୍ଚିତ […]

ଓଡିଶା

ଦୁଃଖୀରଙ୍କୀଙ୍କ ବନ୍ଧୁ ପ୍ରଜ୍ଞାପରମିତା ପ୍ରଧାନ…

କେନ୍ଦ୍ରାପଡ଼ା : ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକୃତ ଚାରିଟେବୁଲ୍ ଟ୍ରଷ୍ଟର ଉପ ନିର୍ଦେଶକ ପ୍ରଜ୍ଞାପରମିତା ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ବଟିରା ମାର୍ଷାଘାଇରେ ଶ୍ରୀ ଶ୍ରୀ ସଚ୍ଚିତାନନ୍ଦ ସ୍ୱେଛାସେବୀ ଯୁବକ ସଂଘ ତରଫରୁ ଆୟୋଜିତ ହେଇଥିବା ତୃତୀୟ ବାର୍ଷିକ ଉତ୍ସବରେ ଶ୍ରୀ ଜଗନ୍ନାଥ ସେବା ସମ୍ମାନରେ ସମ୍ମାନିତ କରାଯାଇଛି । ଜଗନ୍ନାଥ ସେବା ସମ୍ମାନ ସଂଗଠନର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ପରାମର୍ଶଦାତା ଓ ଆବାହକଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଶ୍ରୀ ଶ୍ରୀ ସଚ୍ଚିତାନନ୍ଦ […]

ଓଡିଶା

ଖାଉଟି ଉପଭୋକ୍ତାଙ୍କୁ ଲୁଟୁଛନ୍ତି ସରକାରୀ ଅଧିକାରୀ, ଜିଲ୍ଲାପାଳଙ୍କ ପଦକ୍ଷେପକୁ ଅପେକ୍ଷା..

କନ୍ଧମାଳ, ୪/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିପଡ଼ା ଲ୍ୟାମ୍ପସେସ୍ ଦୁତିମେଣ୍ଡି ବିକ୍ରୟ କେନ୍ଦ୍ରରେ ଆରମ୍ଭ ହୋଇଛି ଲାଂଚଖିଆ ମିଶନ । ଫୁଲବାଣୀର ପୂର୍ବତନ ଉପ ଜିଲ୍ଲାପାଳ ଏବଂ ଖଜୁରୀପଡ଼ା ଖାଦ୍ୟଯୋଗାଣ ନିରିକ୍ଷକ ଅଧିକାରିଣୀ ଭାର୍ଗବୀ ମ୍ୟାଡମ୍ ଓ (ACSO) ପ୍ରାଣୀଗ୍ରାହୀଙ୍କୁ ଦୁତିମେଣ୍ଡି ପିଡିଏସ୍ର ବିକ୍ରେତା ଲାଂଚ ନ ଦେବାରୁ ଏହି ତିନି କର୍ମଚାରିଙ୍କର ଲାଂଚଖିଆ ପ୍ରଣାଳୀ ଏବଂ ଖାଉଟି ଉପଭୋକ୍ତା ମାନଙ୍କ ନିମନ୍ତେ ଆସୁଥିବା ସରକାରଙ୍କ ପିଡିଏସ୍ ଟଙ୍କା ଲୁଟିବା […]

ଓଡିଶା

କନ୍ଧମାଳରେ ବଢୁଛି ବଙ୍ଗାଳି ମିସ୍ତ୍ରୀଙ୍କ ପାଦୁର୍ଭାବ…

କନ୍ଧମାଳ, ୨୬/୧୨ (କୁନା ଦିଗାଲ) : ବଙ୍ଗାଳି ମିସ୍ତ୍ରୀଙ୍କ କବଜାରେ କନ୍ଧମାଳର ଜନତା । ନିଜର ବିଭିନ୍ନ ଆବାସକୁ ସରସ ସୁନ୍ଦର କରିବା ପାଇଁ କନ୍ଧମାଳ ଜନତା ବଙ୍ଗାଳି ମିସ୍ତ୍ରୀଙ୍କ ଉପରେ ଭରସା କରନ୍ତି । ଆଉ ବଙ୍ଗାଳି ମିସ୍ତ୍ରୀ ମଧ୍ୟ ସେହି କାର୍ଯ୍ୟକୁ ଜନତାଙ୍କ ମନମୁତାବକ କରି ବେଶ୍ ପ୍ରଶଂସା ସାଉଁଟିଥାଆନ୍ତି । ହେଲେ ଏବେ ଜିଲ୍ଲାବାସୀ ତାଙ୍କ ଉପରେ ମାତ୍ରାଧିକ ବିଶ୍ୱାସ ଆଉ ଭରସା କରୁଥିବା ହେତୁ ବଙ୍ଗାଳି ମିସ୍ତ୍ରୀମାନେ କନ୍ଧମାଳରେ ନିଜର ଆଧିପତ୍ୟ […]