ଧାନରେ ପୋକ, ଚିନ୍ତାରେ ଚାଷୀ…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ହେଉଛି ଏକ କୃଷିପ୍ରବଣ ଜିଲ୍ଲା । ଧାନ, ପାନ, ମୀନର ବ୍ୟବସାୟକୁ ନେଇ ଜୀବନ ଜୀବିକା ପ୍ରତିପୋଷଣ କରନ୍ତି ଏଠାକାର ଜନସାଧାରଣ । ନୀଳଗିରିରେ ଧାନ ଫସଲରେ ଏବେ ବ୍ୟାପକ ରୋଗ ପୋକ ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ । ଧାନ ଫସଲରେ ଚକଡା ପତ୍ର ମୋଚା ଗୁଣ୍ଡି ପୋକ, ସମ୍ବାଳୁଆ ପୋକ ଲାଗିଥିବାରୁ ଫସଲ ନଷ୍ଟ ହୋଇଯାଇଛି । ଏ ନେଇ ଖବର ପାଇ ନୀଳଗିରି […]