ଓଡିଶା

ମାଛ ଚାଷ ଓ କୁକୁଡ଼ାପାଳନ କରି ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଚିରଞ୍ଜିବି…

ଗଜପତି : ବଣ ପାହାଡ ଘେରା ଗଜପତି ଜିଲ୍ଲାର ଗୋଶାଣୀ ବ୍ଳକ ଅନ୍ତର୍ଗତ ଖରସଣ୍ଡା ଗାଁଁରେ ରୁହନ୍ତି ଶିକ୍ଷିତ ଯୁବକ ଚିରଞ୍ଜିବି ରାଇତ । ସେ ନିଜର ଚାଷଜମି ଏବଂ ଗ୍ରାମର ଅନତି ଦୂରରେ ଥିବା ଗୁମ୍ମା ବ୍ଳକ ବିଟିସିଙ୍ଗ ମୌଜାରେ ଥିବା ମାଛପୋଖରୀକୁ ନେଇ ଜୀବନ ଜୀବିକାର ସ୍ୱପ୍ନ ଦେଖନ୍ତି । ୨୦୨୨-୨୦୨୩ ମସିହାରେ ରାଜ୍ୟ ସରକାରଙ୍କର ପ୍ରାଣୀସମ୍ପଦ ବିକାଶ ବିଭାଗ କୁକୁଡ଼ା ପାଳନ ଓ ଛେଳି ପାଳନ ପାଇଁ ଅନେକ ଯୋଜନା ଉପଲବ୍ଧ କରାଇଲା […]

ଓଡିଶା

କୃଷକ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ଶିଳ୍ପ ସହାୟତା ଲୋଡିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର : କୃଷି ଉତ୍ପାଦନରେ ଓଡ଼ିଶା ସବୁଠାରୁ ପ୍ରଗତିଶୀଳ ରାଜ୍ୟ । ଏଣୁ କୃଷକ ସଶକ୍ତିକରଣ ଦିଗରେ ଆଗେଇବାକୁ ଆହ୍ୱାନ ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରରେ ‘ଫାର୍ମ୨ଫୋର୍କ’ର ୯ମ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଶିଳ୍ପ ସଂସ୍ଥାଗୁଡ଼ିକୁ କୃଷକମାନଙ୍କୁ ସହାୟତା ଏବଂ ମାଗଦର୍ଶନ ପ୍ରଦାନ କରିବାକୁ ଆହ୍ୱାନ କରିଛନ୍ତି କୃଷିମନ୍ତ୍ରୀ । ଏହି ସହାୟତା କୃଷକଙ୍କ ଆୟ ବୃଦ୍ଧି ତଥା ରାଜ୍ୟର ସାମଗ୍ରିକ […]