ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ ଆୟୋଜିତ…
ଅନୁଗୋଳ, ୧୯/୧୧ (ଧନଞ୍ଜୟ ନାୟକ) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ ଆୟୋଜିତ ହୋଇଯାଇଛି । ଆଠମଲ୍ଲିକ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମେଳାରେ ଆଠମଲ୍ଲିକ ବିଧାୟକ ରମେଶ ସାଏ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ, ସମ୍ବଲପୁର ସାଂସଦ ପ୍ରତିନିଧି ପରେଶ ଦେଓ, ଆଠମଲ୍ଲିକ ଉପ ଜିଲ୍ଲାପାଳ ଡାକ୍ତର ଜିତେନ୍ଦ୍ର କୁମାର ପାତ୍ର, ଜ୍ୟୋର୍ତିଦିପ୍ତ […]