ଟ୍ରେଣ୍ଟିଂ ଦେଶ ବିଦେଶ

ଅଗ୍ନି ପରୀକ୍ଷା ଦେଉଛି ‘ଅଗ୍ନିପଥ’

ଦିଗହରା ହେଉଛନ୍ତି କି ଅଗ୍ନିବୀର । ‘ଅଗ୍ନିପଥ’କୁ ନେଇ ଦେଶରେ କୁହୁଳିଥିବା ନିଆଁ ଏବେ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ‘ଅଗ୍ନିପଥ’ର ବିରୋଧାଭାଷ କେବଳ ଯେ ଦେଶର ସମ୍ପତ୍ତି ନଷ୍ଟ କରୁଛି ତାହା ନୁହେଁ, ଏହା ଦେଶର ଆର୍ଥିକ ମାନଦଣ୍ଡକୁ ମଧ୍ୟ ଶକ୍ତ ପ୍ରହାର କରିଛି । ସରକାରଙ୍କ ଯୋଜନାକୁ ଆମେ ଆଖିବନ୍ଦ କରି ମାନିବାକୁ ପରାମର୍ଶ ଦେଉ ନାହୁଁ । ହେଲେ ଆମେ ପ୍ରଶ୍ନ କରୁଛୁ ଯେଉଁମାନେ ଏହାକୁ ବିରୋଧ କରିବା ନାଁରେ […]