ଓଡିଶା

ନୂଆପଡାରେ ଆୟୋଜିତ ହେବ ଫୁଟବଲ ମହାକୁମ୍ଭ…

ନୂଆପଡ଼ା : ନୂଆପଡାରେ ଗ୍ରାମୀଣ କ୍ରୀଡାର ବିକାଶ ପାଇଁ ମାନ୍ୟବର ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ବରେ ଆଗାମୀ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ରାଜା ଏଟି ହାଇସ୍କୁଲ ପଡିଆରେ ଏକ ଫୁଟବଲ ମହାକୁମ୍ଭର ଆୟୋଜନ କରାଯାଉଛି । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଖଡ଼ିଆଳ, ବୋଡ଼େନ, ସିନାପାଲି ବ୍ଲକର ସମସ୍ତ ୬୮ଟି ଗ୍ରାମ ପଞ୍ଚାୟତ ଓ ଖଡ଼ିଆଳ ଏନ୍ଏସିର ୨ଟି ଦଳ ଅଂଶଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ […]