ବନ୍ଧା ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ…
ବନ୍ଧା ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପ୍ରଦୀପଙ୍କୁ ଗିରଫ କରିଛି । ଶୁକ୍ରବାର ଅତିରିକ୍ତ ଯୋଗାଣ ଅଧିକାରୀ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ାର ୫ଟି ଠିକଣାରେ ଚଢାଉ କରାଯାଇଥିଲା । ପ୍ରଦୀପଙ୍କ ନାଁରେ ଭୁବନେଶ୍ୱର ଓ କଟକରେ ଦୁଇଟି ବିଲ୍ଡିଂ ଠାବ କରାଯାଇଛି । ଏହାଛଡ଼ା ଟ୍ୱିନସିଟିରେ ଦୁଇଟି ପ୍ଲଟ ମଧ୍ୟ ରହିଛି […]