ଦେଶ ବିଦେଶ

ମାତ୍ର ୩୫ ସେକେଣ୍ଡରେ ଡାଉନଲୋଡ୍ ହେବ ଫାଇଲ୍ । ଆରମ୍ଭ ହେଲା 5G ସେବା

ଆଜିଠୁ ଦେଶରେ ଆରମ୍ଭ ହେଲା 5G ସେବା । ଏଣିକି ଯୋଗାଯୋଗ ହେଉ ଅବା ମନୋରଞ୍ଜନ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିଛନ୍ତି । ତିନି ପ୍ରମୁଖ ଟେଲିକମ ଅପରେଟର୍ ପ୍ରଧାନମନ୍ତ୍ରୀଙ୍କ ଆଗରେ 5G ଜ୍ଞାନକୌଶଳର ଉପସ୍ଥାପନ କରିବେ । ଏହି ଅବସରରେ ରିଲାଏନ୍ସ ଜିଓର ମୁକେଶ ଅମ୍ବାନୀ, ଏୟାରଟେଲର ସୁନୀଲ ମିତଲ ଓ ଭୋଡାଫୋନ୍-ଆଇଡିଆର କୁମାର […]