ଓଡିଶା

ପୋଖରୀରେ ବୁଡି ହାସ୍ୟ କଳାକାରଙ୍କ ଦେହାନ୍ତ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

ସାଲେପୁର (ଅଭୟ ଜେନା): ଆଉ ଶୁଭିବନି ହାସ୍ୟ ଅଭିନେତାଙ୍କ ଗୁଞ୍ଜନ । ପୋଖରୀରେ ବୁଡି ହାସ୍ୟ ଅଭିନେତା ଦର୍ଶନ ଜେନାଙ୍କର ମୃତ୍ୟୁ । ମାହାଙ୍ଗା ଥାନା ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚାଳର କୁହୁଣ୍ଡା ପଞ୍ଚାୟତ ଅମିନାବାଦ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା l କୁହୁଣ୍ଡା ଗାଁର ଶନିଶ୍ଚର ମନ୍ଦିର ନିକଟରେ ଥିବା ପୋଖରୀରୁ ଦର୍ଶନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଦର୍ଶନଙ୍କ ଗୋଡ ଖସିଯିବାରୁ ସେଠାରେ ତାଙ୍କର ମୃତ୍ୟୁ […]

ଓଡିଶା ମନୋରଞ୍ଜନ

ପରପାରିରେ ବରିଷ୍ଠ ଅଭିନେତା ରାଇମୋହନ

ଆତ୍ମହତ୍ୟା କଲେ ଓଲିଉଡ ଅଭିନେତା ରାଇମୋହନ ପରିଡା । ଭୁବନେଶ୍ବର ପ୍ରାଚୀ ବିହାର ସ୍ଥିତ ବାସଭବନରୁ ମିଳିଲା ରାଇମୋହନଙ୍କ ମୃତ ଶରୀର । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏଯାବତ୍ ସ୍ପଷ୍ଟ ହୋଇ ନାହିଁ । ଓଲିଉଡରେ ଜଣେ ଖଳନାୟକ ଭାବେ ସେ ବେଶ୍ ପରିଚିତ ଥିଲେ । ଏପରିକି ଯାତ୍ରା ଜଗରେ ସେ ଅନକେ ପ୍ରଶଂସା ସାଉଁଟିଥିଲେ । ତେବେ ରାଇମୋହନଙ୍କ ଏଭଳି ଆତ୍ମହତ୍ୟା ସିନେ ତଥା ଯାତ୍ରା ଜଗତରେ ସମସ୍ତଙ୍କୁ ମର୍ମାହତ […]