ଓଡିଶା

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୁଣ୍ୟ ତିଥିରେ ଉତ୍ସବ ମୁଖର ନେମାଳ ପଦ୍ମବନ ପୀଠ…

ସାଲେପୁର, ୨୪/୦୬ : କଟକ ଜିଲ୍ଲା ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସ ଅବସରରେ ପଞ୍ଚସଖା ଯୁଗର ଏହି ମହାନସାଧକ, ଦିବ୍ୟ ଦ୍ରଷ୍ଟା, ମାଳିକାକାରଙ୍କ ପବିତ୍ର ଗାଦି ପରିସରରେ ଯାତ୍ରା ଓ ମେଳା ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଛି । ଲୋକ କଥା ରହିଛି, ଏହି ଦିନରେ ମହାପ୍ରଭୁ ଜଗନ୍ନାଥ ନେମାଳବଟକୁ ଆସିଥାନ୍ତି । ସେଥିପାଇଁ କୁହାଯାଇଛି ‘ଯେଉଁ ଜଗନ୍ନାଥ ମୂରତି ନୀଳା ଞ୍ଚଳ ରେ ସ୍ଥିତ,ସେହି ଜଗନ୍ନାଥ ମୂରତି ପଦ୍ମ ବନେ ଉଦିତ’ । […]