ଓଡିଶା

ସାଲେପୁର କଟକ ଚାନ୍ଦବାଲି ରାସ୍ତା କଳାଗ୍ନୀ ଛକ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା

ସାଲେପୁର କଟକ ଚାନ୍ଦବାଲି ରାସ୍ତା କଳାଗ୍ନୀ ଛକ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ସାର ବୋଝେଇ ପିକଅପ୍ ଭ୍ୟାନ ଓ ମହିନ୍ଦ୍ରା ସୁପ୍ରୋ ଗାଡି ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ତିନି ଜଣ ଗୁରୁତର ଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା । ସୂଚନା ମୁତାବକ, କଟକ ଆଡୁ ପଟାମୁଣ୍ଡାଇ ଅଭିମୁଖେ ଏକ ମହିନ୍ଦ୍ରା ସୁପ୍ରୋ ଗାଡିରେ କିଛି ଯାତ୍ରୀ ଆସୁଥିବା ସମୟରେ ସାମ୍ନାରୁ ଆସୁଥିବା ଏକ ସାର ବୋଝେଇ ପିକଅପ ଭ୍ୟାନ […]