ଓଡିଶା

ପାଇଖାନା ଘର ହିଁ ଗରିବଙ୍କ ସାହାଭରସା !

ଫେଲ ମାରିଛି ଆବାସ ଯୋଜନା, ରାଜନୈତିକ ଆକ୍ରୋଶର ଶିକାର ଗରିବ ସ୍ୱାମୀ-ସ୍ତ୍ରୀହିନ୍ଦୋଳ, (ଏଫ୍ଟୁଏସ୍) ୧୬/୦୭ : ଅଢେଇ ଫୁଟିଆ ପାଇଖାନା ଘର ହେଉଛି ଗରିବଙ୍କ ବାସସ୍ଥାନ । ଗରିବଙ୍କ ପାଇଁ ରହିଛି ସରକାରଙ୍କ ମାଳ ମାଳ ଯୋଜନା, ପ୍ରକୃତପକ୍ଷେ ଏ ଯୋଜନା ସବୁ କାହା ସ୍ୱାର୍ଥରେ । ଦେଖିବାକୁ ଗଲେ ସରକାରଙ୍କ ଯୋଜନା ସବୁ କାଗଲ କଲମରେ ପରିପୂର୍ଣ୍ଣ । ହେଲେ ଗରିବ ଲୋକ ପାଇଖାନା ଗୃହକୁ ନିଜର ବାସସ୍ଥାନ କରି ରହିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ […]

ଓଡିଶା

ଅନ୍ୟଜଣେ ବ୍ୟକ୍ତିଙ୍କ ଚାଳଘରକୁ ଦେଖାଇ ପଞ୍ଚାୟତରୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଷଡଯନ୍ତ୍ର…

ହିନ୍ଦୋଳ : ଅନ୍ୟଜଣେ ବ୍ୟକ୍ତିଙ୍କ ଚାଳଘରକୁ ଦେଖାଇ ପଞ୍ଚାୟତରୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିଲା ଷଡଯନ୍ତ୍ର । ଘଟଣା ବାବଦରେ ସୁରାକ ପାଇବା ପରେ ଏବେ ଅଭିଯୋଗ କରିଛନ୍ତି ଉକ୍ତ ଚାଳଘରର ମୁଖ୍ୟ ବ୍ୟକ୍ତି । ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡା ପଞ୍ଚାୟତ ଠେଙ୍ଗା ଗ୍ରାମର । ଏହି ଗ୍ରାମର ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ହେଉଛନ୍ତି ଅଞ୍ଜନା ବେହେରା । ହେଲେ ତାଙ୍କ ନାମ ଯୋଗ୍ୟ ହିତାଧିକାରୀ […]

ଓଡିଶା

ହିତାଧିକାରୀଙ୍କ ଆବାସ ଟଙ୍କା ଖାଇଲା କିଏ ? ଥାନାରେ ଏତଲା ଦେଲେ ହିତାଧିକାରୀ…

କୋରାପୁଟ: ଆମ ହକ୍ ଆମକୁ କାହିଁକି ମିଳୁନି ? ଆମେ ଯୋଗ୍ୟ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ହେଲୁ । ଆମ ନାମରେ ଆବାସ ଯୋଜନା ବାବଦରେ ଅର୍ଥ ଆସିଲା, ମାତ୍ର ଆମକୁ ମିଳିଲା ନାମକୁ ମାତ୍ର । ବାକି ଅର୍ଥ କିଏ ନେଲା ? ଏଥିପାଇଁ ଦାୟୀ କିଏ ? ଆମ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ହେଲେ ସରକାରୀ ଅଧିକାରୀ ଅନ୍ୟ କାହା ଘରକୁ ଦର୍ଶାଇ ଚଞ୍ଚକତା କରି ଆମ ଅର୍ଥ ହଡପ କରିନେଲେ […]