ଓଡିଶା ଟ୍ରେଣ୍ଟିଂ

୫୯୯୧ ଖଣ୍ଡ ଅଧିକ ଭୋଟରେ ଆଗୁଆ ରହିଛି ବିଜେପି: ଅଷ୍ଟମ ରାଉଣ୍ଡ ଗଣତି ଶେଷ

ଧାମନଗର: ପ୍ରଥମ ରାଉଣ୍ଡରୁ ଅଷ୍ଟମ ରାଉଣ୍ଡ ପର୍ଯ୍ୟନ୍ତ ନିଜର ଦବଦବା ଜାରି ରଖିଛନ୍ତି ବିଜେପି ପ୍ରାର୍ଥୀ ସୂରଜ । ଅଷ୍ଟମ ରାଉଣ୍ଡ ଗଣିତ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୫୯୯୧ ଭୋଟରେ ଆଗୁଆ ଥିବା ସୂଚନା । ବିଜେପି ଶିବିରରେ ବାଣ ଫୁଟାଇ ଉତ୍ସବ ପାଳୁଛନ୍ତି ବିଜେପି କର୍ମୀ ଓ ସମର୍ଥକ । ଟ୍ରେଣ୍ଡ ଅନୁସାରେ ସୂରଜ ସୂର୍ଯ୍ୟବଂଶୀଙ୍କୁ ୩୬ହଜାର ୦୭୩ ଖଣ୍ଡ ଭୋଟ ମିଳିଥିବା ବେଳେ […]

ଓଡିଶା ଟ୍ରେଣ୍ଟିଂ

ଫେଲ୍ ମାରୁଛି ବିଜେଡିର ଗେମ୍ ଚେଞ୍ଜର ପ୍ଲାନ୍: ସପ୍ତମ ରାଉଣ୍ଡ ଗଣତି ଶେଷ

ଧାମନଗର: ସପ୍ତମ ରାଉଣ୍ଡ ଗଣିତ ଶେଷ ହୋଇଛି । ବର୍ତ୍ତମାସ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୫୨୦୦ ଭୋଟରେ ଆଗୁଆ ଥିବା ସୂଚନା ।ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀଙ୍କୁ ୩୧ହଜାର ୧୦୮ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୨୫ହଜାର ୯୦୮ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୧୧୨୨, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ହଜାରେ ୪ହଜାର ୯୫୩ ଖଣ୍ଡ ଭୋଟ ମିଳିଛି […]

ଓଡିଶା ଟ୍ରେଣ୍ଟିଂ

ଷଷ୍ଠ ରାଉଣ୍ଡ ଗଣତି ଶେଷ: ଭାରି ପଡୁଛି ବିଜେପି ଅନୁକମ୍ପା

ଧାମନଗର: ଷଷ୍ଠ ରାଉଣ୍ଡ ଗଣିତ ଶେଷ ହୋଇଛି । ଷଷ୍ଠ ରାଉଣ୍ଡ ଗଣତି ପରେ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୪୩୯୨ ଭୋଟରେ ଆଗୁଆ ଥିବା ସୂଚନା ।୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୨୨ହଜାର ୭୬୮ଖଣ୍ଡ ଭୋଟ ମିଳିଥିବା ବେଳେ ସୂରଜ ସୂର୍ଯ୍ୟବଂଶୀଙ୍କୁ ୨୭ହଜାର ୧୬୦ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୧୦୦୭, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ହଜାରେ ୪ହଜାର ୮୫୮ ଖଣ୍ଡ ଭୋଟ […]

ଓଡିଶା ଟ୍ରେଣ୍ଟିଂ

ପଞ୍ଚମ ରାଉଣ୍ଡରେ ବି ୩୫୭୨ ଖଣ୍ଡ ଭୋଟ୍‌ରେ ଆଗରେ ବିଜେପି

ପଞ୍ଚମ ରାଉଣ୍ଡ ଗଣିତ ଶେଷ ହୋଇଛି । ପଞ୍ଚମ ରାଉଣ୍ଡ ଗଣତି ପରେ ବି ବିଜେପି ଆଗୁଆ ରହିଛି । ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ ପଞ୍ଚମ ରାଉଣ୍ଡରେ ୩୫୭୨ ଭୋଟରେ ଆଗୁଆ ଥିବା ସୂଚନା । ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧ ଖଣ୍ଡ ଓ ପଞ୍ଚମ ରାଉଣ୍ଡରେ ୩୫୭୨ ଖଣ୍ଡ ଭୋଟ୍‌ରେ ଆଗରେ ରହିଛନ୍ତି ସୂର୍ୟ୍ୟବଂଶୀ । ୫ଟି ରାଉଣ୍ଡ ଗଣତି ଶେଷ ସୁଦ୍ଧା […]

ଓଡିଶା ଟ୍ରେଣ୍ଟିଂ

ଆଗରେ ରହିଛି ବିଜେପି

ଧାମନଗର: କିଏ ଜିତିବ ଧାମନଗର ବାଜି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ୧୮ ରାଉଣ୍ଡରେ ହେଉଛି ଭୋଟ୍ ଗଣତି । ତେବେ ଏଯାବତ୍ ୪ଟି ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ରାଉଣ୍ଡରେ ୭୭୯ । ଦ୍ୱିତୀୟ ରାଉଣ୍ଡରେ ୧୩୭୯ । ତୃତୀୟ ରାଉଣ୍ଡରେ ୨୦୩୩ । ଆଉ ଚତୁର୍ଥ ରାଉଣ୍ଡରେ ୩୨୬୧ । ଧାମନଗର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଥିବା ବେଳେ ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କଠାରୁ […]

ଓଡିଶା ଟ୍ରେଣ୍ଟିଂ

ଭୋଟ୍…ଭୋଟ୍…ଭୋଟ୍… । ରାତିପାହିଲେ ଧାମନଗର ପାଇଁ ନେତା ବାଛିବେ ଜନତା ।

ରାତି ପାହିଲେ ଧାମନଗର ଆସନ ପାଇଁ ନେତା ବାଛିବେ ଜନତା । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଇଭିଏମ୍, ଭିଭିପାଟ୍ ସହ ଅନ୍ୟ ସାମଗ୍ରୀ ନେଇ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି । ଆସନ୍ତା କାଲି ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ମୋଟ ୨୫୨ଟି ମତଦାନ କେନ୍ଦ୍ରରେ ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ […]

ଓଡିଶା ଟ୍ରେଣ୍ଟିଂ

ଦଳବିରୋଧୀ କାମ ପାଇଁ ଦଳରୁ ରାଜୁଙ୍କୁ ଆଉଟ୍

ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଧାମନଗର ଉପ-ନିର୍ବାଚନରେ ଦଳୀୟ ଟିକେଟ ନ ମିଳିବା ପରେ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ଦଳର ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ଯାଇ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି । ଯେଉଁଥିପାଇଁ ତାଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ […]

ଓଡିଶା

ବିଜେପି ପାଇଁ ବରଦାନ ହେବେ କି ରାଜୁ ! ଧାମନଗର ଉପନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ…

ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ହେଉଛି ଶେଷ ଦିବସ । ଆଉ ଶେଷ ଦିନରେ ବିଜେଡିକୁ ଲାଗିଛି ଝଟକା । କାରଣ ବିଜେଡିରୁ ଧାନନଗର ଆସନ ପାଇଁ ଥିବା ଆଶାୟୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଆଶାରେ ପାଣି ମାଡିଗଲା ପରେ ଏବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଧାମନଗରବାସୀ ମୋ ସହ ଅଛନ୍ତି ଏବଂ ମୁଁ   ନିଶ୍ଚୟ ବିଜୟୀ ହେବି । ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି […]