ଓଡ଼ିଶାର ବାଲେଶ୍ୱରରେ ଆକାଶ ବାଇଜୁସ୍ ପ୍ରଥମ କ୍ଲାସରୁମ୍ ସେଂଟର ଉଦ୍ଘାଟିତ
ଆକାଶ ବାଇଜୁସ୍ ପକ୍ଷରୁ ଓଡ଼ିଶାର ବାଲେଶ୍ୱରରେ ଏହାର ପ୍ରଥମ କ୍ଲାସରୁମ୍ ସେଂଟର ଉଦଘାଟିତ ହୋଇଯାଇଛି । ଏହି ନୂଆ ସେଂଟରରେ ୯ଟି କ୍ଲାସରୁମ୍ ରହିଛି ଯେଉଁଥିରେ ୮୦୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିପାରିବେ । ଶ୍ରୀ ଅଜୟ ବାହାଦୁର ସିଂ, ରିଜିଓନାଲ ଡାଇରେକ୍ଟର ଆକାଶ ବାଏଜୁସର ଅନ୍ୟ ଅଧିକାରୀଙ୍କ ସହିତ ଏହି ନତୂନ କ୍ଲାସରୁମ୍ ସେଂଟରର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ହରିନ୍ଦର ପାଲ୍ ସିଂ ବାଲେଶ୍ୱର ବ୍ରାଂଚ ମୁଖ୍ୟ, ଶ୍ରୀ ବିକାଶ ଦାସ, […]