ରିଲିଜ ହେଲା ‘ଏ ଜାଡୁ ବୋଇ’ର ଅଫିସିଆଲ ପ୍ରୋମୋ
ଭୁବନେଶ୍ବର : ବଲିଉଡ ଓଲିଉଡ ପରେ ଏବେ ଲୋକଙ୍କ ହୃଦୟରେ ରାଜ୍ କରିବ ସୋରାଉଡ । ସୋରାଉଡ ନାଁ ଟିକେ ଶୁଣିବାକୁ ଅବଜ ଲାଗିଲେ ବି ଏଥିରେ ଭରି ରହିଛି ଜନଜାତିଙ୍କ ଭାବନା । ନୂଆ ସଉରା ସଙ୍ଗୀତ “ଏ ଜାଡୁ ବୋଇ”ର ଅଫିସିଆଲ ପ୍ରୋମୋ ରିଲିଜ ହୋଇଛି । ପ୍ରଥମ ଥର ପାଇଁ ଏଥିରେ ଭିଏଫ୍ଏକ୍ସର ଝଲକ ଦେଖିବାକୁ ମିଳିଛି । ଜିଶାୟ ରଇତ ଏବଂ ପରମା ଗମାଙ୍ଗଙ୍କ ପ୍ରଯୋଜନାରେ ନିର୍ମିତ ଏହି ସଙ୍ଗୀତରେ ଦୁହେଁ ସଂଳାପ […]