ଓଡିଶା କ୍ରୀଡା

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପରେ ଗଜପତି ଜିଲ୍ଲାକୁ ମିଳିଛି ରନର୍ସଅପ୍ ଟ୍ରଫି…

ପାରଳାଖେମୁଣ୍ଡି : ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ୍-୨୦୨୩-୨୪ ପ୍ରତିଯୋଗିତାରେ ଗଜପତି ଜିଲ୍ଲା (୧୭ବର୍ଷରୁ କମ୍ ବାଳକ) ସଫଳତା ହାସଲ କରି ଉପବିଜେତା (ରନର୍ସଅପ୍) ହୋଇଛନ୍ତି। ଏହି ଅବସରରେ ସୁଶାନ୍ତ ପ୍ରଧାନ ଟିମ୍ ମ୍ଯାନେଜର, ଅଜୟ ବିଶ୍ଵାଳ ଓ ରେଖାରାଣୀ ଦେଓ ଟିମ୍ କୋଚ ଭାବରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଖେଳାଳି ମହାରାଜଙ୍କ ବାଳକ ଉଚ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଶିନଗର,ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ରାମଗିରି, ସରକାରୀ ଉଚ୍ଚ […]

ଓଡିଶା

କାଶୀନଗର ବ୍ଲକରେ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ…

ଗଜପତି : କାଶୀନଗର ବ୍ଲକର ଖାରଡା ଗ୍ରାମର ବିନାୟକ ମହାପାତ୍ର ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପ ପ୍ରତିଯୋଗିତାରେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ ରବି କୁମାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଚଳିତବର୍ଷର ମୁଖ୍ୟ ବିଷୟ “ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥାକୁ ଜାଣିବା” ଉପରେ ଆଲୋକପାତ କରିଥିଲେ ଉପସ୍ଥିତ ଅତିଥି । ପିଲାଙ୍କ ଜାତୀୟ […]

ଓଡିଶା

୮ଟି ଶ୍ରେଣୀର ଦେଢଶହ ପିଲାଙ୍କ ପାଇଁ ଶିକ୍ଷକ ସଂଖ୍ୟା ୩, ଅନ୍ଧକାରରେ ରହିଛି ପିଲାଙ୍କ ଭବିଷ୍ୟତ

ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରାଇବାକୁ ରାଜ୍ୟ ସରକାର ୫-ଟି ଅଧିନରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ଦେଖା ସୁନ୍ଦର ବଉଳା ଗାଇ ଭଳି ରହିଯାଉଛି ଶିକ୍ଷା ବ୍ୟବସ୍ଥା । ବିଦ୍ୟାଳୟ ତ ରୂପାନ୍ତରିକରଣ ହେଉଛି, ହେଲେ ଭିତରେ ଶିକ୍ଷା ବ୍ୟବସ୍ଥା କେମିତି ହେବ ସେଥିପ୍ରତି କାହାର ନଜର ନାହିଁ । ବିଦ୍ୟାଳୟ ଅଛି ହେଲେ ଶିକ୍ଷକ ନାହାନ୍ତି । ଏମିତିରେ କେମିତି ପିଲାଙ୍କ ଭବିଷ୍ୟତ ଗଢି ହେବ ତାକୁ ନେଇ ଚିନ୍ତାରେ […]