ଓଡିଶା ଟ୍ରେଣ୍ଟିଂ

ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ…

ପୁରୀ : ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ । ପୁରୀ ଜିଲ୍ଲା ସତ୍ୟବାଦୀରେ କାଳି ମାଡ ହୋଇଛି । ସେଠାରେଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ । ତେବେ କାଳି କେବଳ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ମୁହଁରେ ପଡ଼ି ନ ଥିଲା, ଏହା ସହିତ ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଛି । କାଳିମାଡ଼ କରିଥିବା ବ୍ୟକ୍ତିକୁ ତୁରନ୍ତ ପୋଲିସ ନିଜ ହେପାଜତକୁ ନେଇଛି । ତାଙ୍କ ଘର ସତ୍ୟବଦୀ […]