ଓଡିଶା

ରାସ୍ତା ପାଇଁ ଗାଁରେ ପହଁଚି ପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା…

ଗଜପତି, ୧୨/୨୪ (ବିବେକାନନ୍ଦ ବେହେରା) : ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ଦୁଃଖ । ଗାଁକୁ ରାସ୍ତା ନଥିବାରୁ ପହଁଚି ପାରିଲାନି ଆମ୍ବୁଲାନ୍ସ । ସେପଟେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ମହିଳା ଜଣକ ଘରେ ପ୍ରସବ କଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଳକ ଅନ୍ତର୍ଗତ ଡାବରାଗୁଡା ପଂଚାୟତର ମୁଣ୍ଡାମା ଗାଁରେ । ସୂଚନା ଅନୁସାରେ ଗାଁର ସରୋଜିନୀ ପଟାମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ […]

ଓଡିଶା

ଦୁଃଖ ସାଗରରେ ସୀମିତା; କୁତ୍ରିମ ଗୋଡ ସହ ଭିର୍ଣ୍ଣକ୍ଷମ ଭତ୍ତା ପାଇଁ ଆକୁଳ ନିବେଦନ…

ଜଗତସିଂହପୁର, ୧୦/୧ (ରୀତା ସାହୁ) : କିଏ ଶୁଣିବ ସୀମିତାଙ୍କ କରୁଣ କାହାଣୀ । ରୋଷେଇ କଲା ବେଳେ ଜଳିଗଲା ଗୋଡ଼ । ଆଉ ଅସ୍ତ୍ରୋପଚାର ପରେ ଗୋଟିଏ ଗୋଡ ହରାଇଲେ ସୀମିତା । ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗୋଡ଼ ହରାଇଥିବା ସୀମିତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରିକୁନ୍ଦ ଗ୍ରାମର ସୀମିତା ସିଂ । ବୟସ ୨୨ ବର୍ଷ । ଆଜିକୁ […]

ଓଡିଶା

କିଏ ଶୁଣିବ ପ୍ରେମଲତାଙ୍କ ଗୁହାରୀ ? ବେସାହାରା ପ୍ରେମଲତା ଜିଲ୍ଲାପାଳଙ୍କୁ ଗୁହାରି କରି କରି ନିରାଶ…

ଢେଙ୍କାନାଳ, ୯/୧ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ବ୍ଲକ କଂସରା ପଂଚାୟତରେ ସରକାରୀ ଯୋଜନାରେ ଆବାସ ଗୃହ ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ । ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଇ ପଂଚାୟତସ୍ତରରେ ଓ ବ୍ଲକସ୍ତରରେ ପିସି କାରବାର କରି କେତେକ ମୁଷ୍ଟିମେୟ ଲୋକ ଆବାସ ଗୃହ ହାତେଇ ନେଇଥିବା ଭଳି ଗୁରୁତର୍ ଅଭିଯୋଗ ଆସିଛି କଂସରା ପଂଚାୟତ ଅନ୍ତର୍ଗତ ଆମ୍ବିଠୀ ଗ୍ରାମ ହରିଜନ ସାହି ବାସୀ ହିତାଧିକାରୀଙ୍କ ଠାରୁ । ଗ୍ରାମର ବିଧବା, ନିରାଶ୍ରୟା ପ୍ରେମଲତା ନାଏକ […]

ଓଡିଶା

ଡିଲରଙ୍କ ରାସନ ଦୁର୍ନୀତି ସାଙ୍ଗକୁ ଜାତିଆଣ ଆକ୍ଷେପରେ ଅତିଷ୍ଠ ଗ୍ରାମବାସୀ…

ଢେଙ୍କାନାଳ, ୯/୧ (ସୁଜିତ୍ କୁମାର ବେହେରା) : ପୁଣି ସାମ୍ନାକୁ ଆସିଲା ଯୋଗାଣ ବିଭାଗରେ ଡିଲରଙ୍କ ରାସନ୍ ଦୁର୍ନୀତି ଏବଂ ଖାଉଟିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣା । ରାସନ୍ ସାମଗ୍ରୀ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି ଗରିବ ହିତାଧିକାରୀ । ଆଉ ଅଭିଯୋଗ କଲେ ହିତାଧିକାରୀ ଡିଲର ଦେଖାଉଛି ନାଲି ଆଖି । ହିତାଧିକାରୀ ପାଟି ଖୋଲିଲେ ରାସନ୍ କାଟିଦେବାର ଧମକ ସହ ଥାନାରେ କେସ କରି ଦେବାର ଭୟ ଦେଖାଉଛି ଡିଲର । ଏପଟେ ଡିଲରଙ୍କ […]

ଓଡିଶା

ନିଜ କିଡନୀ ବିକି ଲୋକଙ୍କ ସେବା କରିବେ ସରପଞ୍ଚ ରଣଜିତ୍…

ଜନତାଙ୍କ ସେବା ପାଇଁ ସରପଞ୍ଚ ଆଗଭର, ମାତ୍ର ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନ ? ଢେଙ୍କାନାଳ, ୨୬/୧୨ (ସୁଜିତ୍ କୁମାର ବେହେରା) : ଜନତାଙ୍କ ସମର୍ଥନରେ ସରପଞ୍ଚ ଗାଦିରେ ବସିଥିଲେ ରଣଜିତ୍ ପ୍ରଧାନ । ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରିବାକୁ ସମସ୍ତ ଚେଷ୍ଟା କରିଛନ୍ତି ସେ । ହେଲେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧକ ସାଜୁଛନ୍ତି କନିଷ୍ଠଯନ୍ତ୍ରୀ ସିଲା ସାହୁ । ଦୀର୍ଘ ଏକ ବର୍ଷ ଧରି ପଡ଼ି ରହିଛି ବାଉଁଶ ପୋଖରୀ ପଞ୍ଚାୟତରେ […]

ଓଡିଶା

କୋରାପୁଟକୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର: ୫ଟି ଅଧ୍ୟକ୍ଷ

କୋରାପୁଟ, ୨୫/୧୨ (ସୁନୀଲ ଦାଶ) : ଜୟପୁର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଘୋଷଣା କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ସେ ପ୍ରଥମେ ଜୟପୁର ବିକ୍ରମ ଦେବ ୟୁନିଭର୍ସିଟି ପରିଦର୍ଶନ କରିବା ପରେ ଦଶହରା ପଡିଆରେ ପହଁଚି ସେଠାରେ ବିଶାଳ କର୍ମି ସମାବେଶକୁ କୋରାପୁଟିଆ ଜୁହାର କହିବା ସହ ଉଦବୋଧନ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାକୁ ବହୁତ […]

ଓଡିଶା

ଓଡାପଡା ତହସିଲରେ ବାଡ ଖାଉଛି ଫସଲ । ଆଖି ଦେଖୁଛି ଗୋଟେ ତଥ୍ୟ, କାଗଜ କଲମରେ ଭିନ୍ନ ତଥ୍ୟ…

ଓଡାପଡା, ୨୯/୧୧ (ଗୋପବନ୍ଧୁ ବାରିକ) : ଓଡାପଡା ତହସିଲିରେ କାଗଜ କଲମରେ ହଡ଼ପ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଲଘୁଖଣିଜ । ଏହାର ଦସ୍ତାବିଜ୍ ଏବେ ହସ୍ତଗତ ହୋଇଛି । ଦସ୍ତାବିଜ୍ ପରେ ପଦାରେ ପଡିଛି ଓଡାପଡା ପ୍ରଶାସନିକ ଗୁମର କଥା । କିଛିଦିନ ତଳେ ଓଡାପଡା ପଂଚାୟତ ସମିତି ମହାବିଦ୍ୟାଳୟ ଦକ୍ଷିଣ ପାର୍ଶ୍ୱରେ ଥିବା ପାହାଡ଼ କିପରି ନିଜର ସୁରକ୍ଷା ପାଇଁ ହକ ମାଗୁଛି ସେ ନେଇ ଖବର ପ୍ରସାରଣ ହୋଇଥିଲା । ଅର୍ଥପିପାସୁ ମଣିଷମାନେ […]

ଓଡିଶା

ଜାତୀୟ ଶିକ୍ଷାନୀତି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ…

ଗଜପତି, ୧୯/୧୧ (ବିବେକାନନ୍ଦ ବେହେରା):  ଗଜପତି ଜିଲ୍ଲା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି (NEP- 2020)ରେ ପ୍ରସ୍ତାବିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FOUNDATIONAL LITERACY AND NUMERACY) ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଚିକିତ୍ସାଳୟର ଚକ୍ଷୁ ସହଯୋଗୀ ଜନ୍ମେଜୟ ସାହୁ, ସମ୍ମାନିତ ଅତିଥି ରୂପେ ପାରଳାଖେମୁଣ୍ଡି ସଂକୁଳ ପ୍ରମୁଖ ରାଜେନ୍ଦ୍ର ପଢିଆରୀ, ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା […]

ଓଡିଶା

ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାହିତ୍ୟକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ…

କୋଟପାଡ଼, ୧୯/୧୧ (ସୁନୀଲ ଦାଶ) : କୋଟପାଡ଼ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିଚାଳନା ସଭାପତି ସୁରେଶ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ହେମଲତା ଆଚାର୍ଯ୍ୟଙ୍କ ତତ୍ବାବଧାନରେ ଯୁକ୍ତତିନି ନୋଡାଲ ଅଫିସର ଆକାଶ କୁମାର ପତି ଓ ଯୁକ୍ତଦୁଇ […]

ଓଡିଶା

ରାଜ୍ୟ ସରକାରଙ୍କ ସମବାୟ ସମିତି ହସ୍ତକ୍ଷେପରେ ଚାଷୀ ହେଉଛନ୍ତି ଉପକୃତ

ସାଲେପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ୭0 ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ମାହାଙ୍ଗା ବ୍ଲକ କୁଣ୍ଡି ସେବା ସମବାୟ ସମିତି ପ୍ରାଙ୍ଗଣରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସମବାୟ ସମିତି ଜରିଆରେ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବା ବେଳେ, ଏହା ଦ୍ୱାରା ଗ୍ରାମାଞ୍ଚଳର ଚାଷୀମାନେ ବେଶ ଉପକୃତ ହୋଇପାରୁଛନ୍ତି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା l […]