ଯୁକ୍ତ ୨ ଅଫଲାଇନ୍ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ; କରୋନା ସ୍ଥିତି ଫେରିଲେ ସଂସ୍କାରରେ ହେବ ପରିବର୍ତ୍ତନ
ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଏବେ କରୋନାର ଚତୁର୍ଥ ଲହର ଚାତ୍ରଛାତ୍ରୀଙ୍କ ଚିନ୍ତା ବଢାଇଛି । ଦୀର୍ଘ ତିନି ବର୍ଷ ପରେ ଛାତ୍ରଛାତ୍ରୀ ଶତ ପ୍ରତିଶତ ସିଲାବସ୍ରେ ଅଫଲାଇନ୍ ପରୀକ୍ଷା ଦେବାକୁ ଉତ୍ସୁକ ଥିବାବେଳେ କରୋନା ଯୋଗୁଁ ପରୀକ୍ଷା ସୁଚାରୁ ରୂପେ ସମ୍ପାଦନ ହୋଇ ପାରିବ ନା ନାହିଁ ତାକୁ ନେଇ ଦେଖାଦେଲାଣି ଦ୍ୱନ୍ଦ୍ୱ । ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କରୋନାକୁ ନେଇ ଯଦି ସରକାର କିଛି କଡ଼ାକଡ଼ି […]