ଓଡିଶା

ଧୋକା ଦେଲା ୧୦୮, ଜୀବନ ବଞ୍ଚାଇଲେ ଯୁବଗୋଷ୍ଠୀ

ହିନ୍ଦୋଳ : ସାବାସ୍ ଯୁବଗୋଷ୍ଠୀ । ୧୦୮ ସିନା ଧୋକା ଦେଲା । ମାତ୍ର ସଚେତନ ନାଗରିକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣଙ୍କ ଜୀବନ ବଂଚିଗଲା । ସରକାରଙ୍କ ସ୍ଵାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ପାଞ୍ଚମାଇଲ ଗ୍ରାମରେ । ହିନ୍ଦୋଳ NACର ଜ୍ଞାନରଞ୍ଜନ ପାଳ ନାମକ ଜଣେ ଯୁବକ ରାସୋଳ ବଜାରରୁ ହିନ୍ଦୋଳ ଅଭିମୁଖେ ଯିବା ସମୟରେ ପାଞ୍ଚମାଇଲ ନିକଟରେ ଏକ କୁକୁର ସହିତ ଧକ୍କା ହୋଇ ଗୁରୁତର […]

ଓଡିଶା

ଆମ୍ବୁଲାନ୍ସ କର୍ମଚାରୀଙ୍କ ବଦନ୍ୟତା । ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ ୩ କିଲୋମିଟର

ଗଜପତି: ଥ୍ୟାଙ୍କ ୟୁ ୧୦୮ ଆମ୍ବୁଲାନ୍ସ କର୍ମୀ । ଆପଣ ସାହାଯ୍ୟ କଲେ ବୋଲି ଆଜି ଗର୍ଭବତୀ ମହିଳା ଜଣକ ସୁସ୍ଥ ଅଛନ୍ତି । ଗଜପତି ଜିଲ୍ଲାରେ ପୁଣି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଣ୍ଟାପଦର ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ କର୍ମୀଙ୍କ ଦ୍ଵାରା ବୁହା ହେଲେ ଗର୍ଭବତୀ ମହିଳା । ସୂଚନା ମୁତାବକ ଅନ୍ତରବା ପଞ୍ଚାୟତର ସାନ୍ତନି ଗୋମାଙ୍ଗଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ […]