EDITORIAL ଓଡିଶା

ଜନ୍ମମାଟିର ମହକ

ଲଳିତା ବହୁତ ବର୍ଷ ଓଡିଶା ବାହାରେ ରହି ଯାଇଥିଲେ । ସ୍ୱାମୀଙ୍କର ବଦଳି ଚାକିରୀ । ଆଜି ଏଠି ତ କାଲି ସେଠି । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭାଷା ଭାଷୀ ଲୋକ । ଆଚାର ବ୍ୟବହାର ସବୁ ଭିନ୍ନ । ନିଜେ ବହୁତ ମେଳାପୀ । ସେଥିପାଇଁ ଯୁଆଡେ ଯାଆନ୍ତି ଗୁଡ଼େ ବନ୍ଧୁ ତିଆରି ହେଇ ଯାନ୍ତି ।ାଦଶ ବର୍ଷ ବାହାରେ ରହିବା ପରେ ତାଙ୍କର ଭୁବନେଶ୍ୱର କୁ ବଦଳି ହେଲା । ଖୁସି […]