ଦେଶ ବିଦେଶ

ସେନା ସହିତ ନ ଲଢି ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରୁଛି ଗଦ୍ଦାର…

ଭାରତର ଜବାବୀ ଆକ୍ରମଣରେ ପାକିସ୍ତାନ ଥରହର । ପ୍ରତିଜବାବରେ ପାକିସ୍ତାନ ବୁଧବାର ବିଳମ୍ବିତ ରାତିରେ କ୍ରମାଗତ ଆକ୍ରମଣକୁ ଭାରତ ସଫଳତାର ସହିତ ପ୍ରତିହତ କରିଛି । ଏବଂ...
ଓଡିଶା ଦେଶ ବିଦେଶ

ସିନ୍ଦୁର ପୂରଣ କଲା ସିନ୍ଦୁରର ପ୍ରତିଶୋଧ…

ଭାରତରେ ଜୟକାର, ପାକିସ୍ତାନରେ ହାହାକାରଆତଙ୍କବାଦ ବିରୁଦ୍ଧରେ ଭାରତର ଏୟାରଷ୍ଟ୍ରାଇକ୍ନିପାତ ହେଲେଣି ୩୦୦ ଆତଙ୍କୀଆତଙ୍କବାଦ ବିରୁଦ୍ଧରେ ଭାରତର କଡା ଆଭିମୁଖ୍ୟ । ରାତିଅଧିଆ ଏୟାରଷ୍ଟ୍ରାଇକରେ ଥରହର ପାକିସ୍ତାନ ।...
ଦେଶ ବିଦେଶ

୨୬ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ !

୨୬ରେ ଶପଥ ନେବ ଜେଏମ୍‌ଏମ୍‌ ସରକାର । ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ । ବିଧାନସଭା ନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟୀ...
ଦେଶ ବିଦେଶ

ଜମ୍ମୁ-କଶ୍ମୀରର ମଙ୍ଗୁଆଳ ପାଇଁ ଫିଟିଲା ବାଟ, ହଟିଲା ରାଷ୍ଟ୍ରପତି ଶାସନ…

ଜମ୍ମୁ-କଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ । ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ସରକାର ଶାସନ ଆରମ୍ଭ ହେବା ଲାଗି ବାଟ ଫିଟିଛି । ୨୦୧୭ ଜୁନରୁ ସେଠାରେ...
ଟ୍ରେଣ୍ଟିଂ ଦେଶ ବିଦେଶ

ଗୋଟିଏ ଯୁଗର ଅନ୍ତ । ଆଉ ନାହାନ୍ତି ଉଦାରଶୀଳ ମାନବ ରତନ ଟାଟା…

ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନସ୍ ର ଚେୟାରମ୍ୟାନ ରତନ ଟାଟା । ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ...
ଦେଶ ବିଦେଶ

ମୁସଲମାନ ପ୍ରାଧାନ୍ୟ ଆସନରେ ବିଜେପି ନେତ୍ରୀ ଶଗୁନ୍ ପରିହାର ୱିନ୍…

ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ନେତ୍ରୀ ଶଗୁନ୍ ପରିହାର । ଜମ୍ମୁ-କଶ୍ମୀରର କିସ୍ତୱାର ଆସନରୁ ସେ ବିଜୟୀ ହୋଇଛନ୍ତି । ତାଙ୍କ...
ଦେଶ ବିଦେଶ

ହରିୟାଣାର ହିସାର ଆସନରୁ ଜିତିଲେ ଦେଶର ଧନୀ ମହିଳା ତଥା ସ୍ବାଧୀନ ପ୍ରାର୍ଥୀ...

ହରିୟାଣାର ହିସାର ଆସନରୁ ଜିତିଲେ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ । ନିର୍ବାଚନ ଜିତିଲେ ଦେଶର ଧନୀ ମହିଳା । ସାବିତ୍ରୀ ଜିନ୍ଦଲ ହିସାର ଆସନରୁ ୧୮...
ଦେଶ ବିଦେଶ

ଜମ୍ମୁ-କଶ୍ମୀରର ପରବର୍ତ୍ତୀ ସିଏମ୍ ହେବେ ଓମାର ଅବଦୁଲ୍ଲା !

ଭୁବନେଶ୍ବର : ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏନସି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବାକୁ...