ଓଡିଶା
କଳା ସଂସ୍କୃତି
ଶ୍ରୀମନ୍ଦିରରେ ପାରମ୍ପରିକ ଦେବଦୀପାବଳି ଉତ୍ସବ ପାଳିତ
ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିଠାରୁ ଶୁକ୍ଳ ପ୍ରତିପଦ ତିଥି ପର୍ଯ୍ଯନ୍ତ ତିନିଦିନ ବ୍ଯାପୀ ଦେବତାମାନଙ୍କର ଦୀପାବଳି ବା ଦୀପଦାନ ଉତ୍ସବ ପାଳିତ ହୁଏ। ଏହି ସମୟରେ ଓଡିଶାର...