ଓଡିଶା ଦେଶ ବିଦେଶ

ସିନ୍ଦୁର ପୂରଣ କଲା ସିନ୍ଦୁରର ପ୍ରତିଶୋଧ…

ଭାରତରେ ଜୟକାର, ପାକିସ୍ତାନରେ ହାହାକାରଆତଙ୍କବାଦ ବିରୁଦ୍ଧରେ ଭାରତର ଏୟାରଷ୍ଟ୍ରାଇକ୍ନିପାତ ହେଲେଣି ୩୦୦ ଆତଙ୍କୀଆତଙ୍କବାଦ ବିରୁଦ୍ଧରେ ଭାରତର କଡା ଆଭିମୁଖ୍ୟ । ରାତିଅଧିଆ ଏୟାରଷ୍ଟ୍ରାଇକରେ ଥରହର ପାକିସ୍ତାନ ।...
ଓଡିଶା

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହେବ ମକଡ୍ରିଲ୍ ।

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଓଡିଶାର ୧୨ଟି ସ୍ଥାନରେ ହେବ ମକଡ୍ରିଲ୍‌ । ଅପରାହ୍ନ ୪ଟାରେ ସାଇରନ୍‌ ବାଜିବ। ପରେ ମକ୍‌ ଡ୍ରିଲ...
ଓଡିଶା

ଟ୍ରେନରୁ ନିଖୋଜ ହେଲେ କେନ୍ଦ୍ରମନ୍ତ୍ରୀ । ୩ ଘଣ୍ଟା ପରେ, ୧୬୨ କି.ମି...

ଟ୍ରେନରୁ ରହସ୍ୟମୟ ଢଙ୍ଗରେ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ସେ ଟ୍ରେନ୍‌ରୁ ନିଖୋଜ ହୋଇଯାଇଥିଲେ । ଏହି...
ଓଡିଶା କଳା ସଂସ୍କୃତି

ଜନାର୍ଦ୍ଦନପୁରରେ ପ୍ରସିଦ୍ଧ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଯାତ୍ରା

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ପ୍ରସିଦ୍ଧ ଶନିଶ୍ଚରଙ୍କ ପୀଠରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହେଉଛି । ଚଳିତବର୍ଷ...
ଓଡିଶା

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଠିକାଦାରୀକୁ ନେଇ ବିବାଦ

ତାତିଲେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟବେଗୁନିଆପଡା, (ଫ୍ରିଟୁସ୍ପିକ୍/ ବାପୁନି କୁମାର ମାଲୁ) : ହାଇସ୍କୁଲରେ ଠିକା କାମ ଦାୟିତ୍ୱ ନେଇଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ଯାହାକୁ...
ଓଡିଶା ମନୋରଞ୍ଜନ

‘Paid Period Leave’ ଡକ୍ୟୁମେଣ୍ଟରୀର ଟିଜର ଲଞ୍ଚ

ନୂଆପଡ଼ା, (ଫ୍ରିଟୁସ୍ପିକ୍/ କୀର୍ତ୍ତି ଚନ୍ଦ୍ର ନାଗ) : ଅନ୍ତର୍ଜାତୀୟ ଶ୍ରମ ଦିବସ ଅବସରରେ, ଓଡିଶାର ସମ୍ମାନିତ ଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ଦ୍ୱାରା...
ଓଡିଶା

ବରିଷ୍ଠ ନାଗରିକଙ୍କ ପାଇଁ ଗଠିତ ହେଲା “ହିନ୍ଦୋଳ ଜନସୁରକ୍ଷା ମଞ୍ଚ”

ଧନ ଜୀବନ ସୁରକ୍ଷା ସହିତ ସମାଜ ସଂସ୍କାର ନିମନ୍ତେ ମଞ୍ଚ ନେବ ପଦକ୍ଷେପଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଦିନକୁ...
ଓଡିଶା

ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ୯୬ ପ୍ରତିଶତ । ପ୍ରକାଶ ପାଇଲା...

ପ୍ରକାଶ ପାଇଲା ଦଶମ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ ଅଫିସର ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସଚିବଙ୍କ...
ଓଡିଶା

ରାଜନୈତିକ ପଶାପାଲିରେ ହନ୍ତସନ୍ତ ହିତାଧିକାରୀ…

• ହିନ୍ଦୋଳରେ ପୁଣି ରାସନ ତାତି• ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ରାଜ୍ୟ ସରକାର ଗରିବ ପରିବାରକୁ ମୁଣ୍ଡପିଛା...