ଓଡିଶା ମନୋରଞ୍ଜନ ପ୍ରକୃତି ପ୍ରେମୀ ପଦ୍ମଜା… ଗଜପତି, (ଏଫ୍ଟୁଏସ୍ / ବିବେକାନନ୍ଦ ବେହେରା) : ବଗିଚାରେ ରହିଛି ଏକଶହ କିସମର ଫଳ ଔଷଧୀୟ ଗଛ । ଛାତ ସିଡି ରାସ୍ତା ଘର ବଗିଚା ଚାରିଆଡେ... BY Free2speak September 24, 2024 0 Comment
ଓଡିଶା ହିନ୍ଦୋଳରେ ଚେୟାରମ୍ୟାନ ବିରୋଧରେ ଅନାସ୍ଥା ଚର୍ଚ୍ଚା… ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର ଅସନ୍ତୁଷ୍ଟ ୧୨ଜଣ କାଉନସିଲର ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେବାକୁ... BY Free2speak September 24, 2024 0 Comment
ଓଡିଶା ଶ୍ରମ ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ AITUC ପକ୍ଷରୁ ବିକ୍ଷୋଭ… ଜଗତସିଂହପୁର, (ଏଫ୍ଟୁଏସ୍ / ରୀତା ସାହୁ) : ଜଗତସିଂହପୁରଠାରେ ଏଆଇଟିୟୁସି ପକ୍ଷରୁ ଶ୍ରମ ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ AITUC ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ... BY Free2speak September 24, 2024 0 Comment
ଓଡିଶା ନକଲି ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ପୁଲିସର ଚଢ଼ାଉ… ସାଲେପୁର, (ଏଫ୍ଟୁଏସ୍ / ଅଭୟ ଜେନା) : ସାଲେପୁର ବ୍ଲକ ତଥା ଜଗତପୁର ଥାନା ଆତୋଡ଼ାଠାରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ପୁଲିସ ଓ ଫୁଡ୍ ସେଫଟି... BY Free2speak September 24, 2024 0 Comment
ଓଡିଶା ଭୁଲ ଖବର ପରିବେଷଣକୁ ନିନ୍ଦା କଲେ AICWC ର ରାଜ୍ୟ ଉପସଭାପତି… କନ୍ଧମାଳ, (ଏଫ୍ଟୁଏସ୍) : ଶିକ୍ଷକ ହେଉଛନ୍ତି ଜ୍ଞାନଗୁରୁ, ସଂସ୍କାର ଗୁରୁ । ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷଣା କରିଛନ୍ତି ।... BY Free2speak September 20, 2024 0 Comment
ଓଡିଶା ତ୍ରିବେଣୀଶ୍ୱର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ବିପଦ ସଂକୁଳ… ସ୍ଥିତି ଅନୁଧ୍ୟାନ କଲେ ବିଧାୟକ, ପୂର୍ତ୍ତ ଓ ଜଳସମ୍ପଦ ଅଧିକାରୀମାହାଙ୍ଗା, (ଏଫ୍ଟୁଏସ୍ / ଅଭୟ ଜେନା) : ବିପଦ ସଂକୁଳ ଅବସ୍ଥାରେ ତ୍ରିବେଣୀଶ୍ୱର ନିକଟ ପଟ୍ଟାମୁଣ୍ଡାଇ କେନାଲ... BY Free2speak September 20, 2024 0 Comment
ଓଡିଶା ନୟାପଲ୍ଲୀରେ ଖୋଲିଲା ଶ୍ରୀଲେଦର୍ସ ଓଡ଼ିଶାର ଦଶମ ଷ୍ଟୋର… ଭୁବନେଶ୍ୱର, (ଏଫ୍ଟୁଏସ୍) : ୭୦ ବର୍ଷ ଧରି ଭାରତୀୟ ଫୁଟ୍ୱେର୍ ଶିଳ୍ପରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ‘ଶ୍ରୀଲେଦର୍ସ’ ଓଡ଼ିଶାରେ ଏହାର ପଦଚିହ୍ନକୁ ମଜଭୁତ କରିଛି ।... BY Free2speak September 20, 2024 0 Comment
ଓଡିଶା ମମତା ପିଏ ସୂର୍ଯ୍ୟନାରାୟଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ! କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ ବହୁ ଘୋଟଲା ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏ ନେଇ AICWCର... BY Free2speak September 20, 2024 0 Comment
ଓଡିଶା ଢେଙ୍କାନାଳ ଜିଲ୍ଲା “ଜାଗୃତି” ସ୍ବଧାର ଗୃହରୁ ବାରମ୍ବାର ନାବାଳିକା ନିଖୋଜ, ତଦନ୍ତ ଦାବି... ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଜାଗୃତି ସଂସ୍ଥାରୁ ନିଖୋଜ ତିନି ଜଣ ନାବାଳିକାଙ୍କୁ ଠାବ କରି ସୁରକ୍ଷିତ ସ୍ଥାନରେ ରଖିବା ଏବଂ ବିଭାଗୀୟ ଅଧିକାରୀମାନଙ୍କୁ... BY Free2speak September 19, 2024 0 Comment
ଓଡିଶା ୪ ବର୍ଷର ନିଷ୍ପାପ କୁନି ଶିଶୁ ‘ପ୍ରିୟାଂଶୁ’ ରକ୍ତ କର୍କଟରେ ପୀଡିତ… ସାହାଯ୍ୟର ହାତ ବଢାଇବା ପାଇଁ ଆକୁଳ ନିବେଦନବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : କୁନି କୁନି ପାଦରେ ଥୁକୁଲୁ ଥୁକୁଲୁ ଚାଲିବା ଓ ବାଲିରେ ଖେଳିବା... BY Free2speak September 19, 2024 0 Comment