ଦେଶ ବିଦେଶ

ବାୟୁସେନା ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ସଙ୍କଟରେ ସିଡିଏସ୍ ଜେନେରାଲ

ବାୟୁସେନାର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି । ହେଲିକପ୍ଟରରେ ସିଡିଏସ୍‌ ଜେନେରାଲ ବିପନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ରହିଥିବା ସୂଚନା । ତେବେ ସିଡିଏସଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସେନା କିମ୍ବା ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ବିସ୍ତୃତି ମିଳିପାରି ନାହିଁ । ଆସନ୍ତାକାଲି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତଥ୍ୟ ଉପସ୍ଥାପନ କରିବେ । ଆଜି ସନ୍ଧ୍ୟା ୬.୩୦ରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ବସିବ […]

ଓଡିଶା

ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସକୁ ଲାଗିଛି ବଡ ଝଟକା

ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ପୋଲିସକୁ ଲାଗିଛି ବଡ ଝଟକା । ପଳରେ ଏବେ ଅଡୁଆରେ ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ JMFC କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ କେଶ ଡାଏରୀ ଓ CDR ସଂରକ୍ଷଣ କରି ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଥାନା ଅଧିକାରୀଙ୍କ JMFC ପକ୍ଷରୁ ଦାୟର ନିର୍ଦ୍ଦେଶର ପୁନଃ ବିଚାର ଆବେଦନକୁ ସାଲେପୁର ADJ କୋର୍ଟ ଖରାଜ କରିଛନ୍ତି । ତଳକୋର୍ଟଙ୍କ […]

ଦେଶ ବିଦେଶ

ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ହସ୍ପିଟାଲରେ ସିଡିଏସ୍ ବିପିନ ରାୱତ

ତାମିଲନାଡୁର କନ୍ନୁର ଠାରେ ହୋଇଥିବା ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ବାୟୁସେନାର ଏହି ଏମଆଇ ସିରିଜ୍‌ ହେଲିକପ୍ଟରରେ ତିନି ସେନାର ମୁଖ୍ୟ ତଥା ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ୧୪ ଜଣଙ୍କୁ ନେଇ ହେଲିକପ୍ଟର୍‌ଟି ୱେଲିଂଟନ୍‌ ଏୟାରବେସ୍‌କୁ ଯାଉଥିଲା । ତେବେ ଏହା କୋଏମ୍ବାଟୁର ଓ ସୁଲୁର ମଧ୍ୟରେ କ୍ରାଶ ହୋଇଛି । ଘଟଣାସ୍ଥଳରୁ ୩ ଜଣଙ୍କୁ ଗୁରୁତର […]

୨୩ରେ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ-ରାସ୍ତା ମରାମତି ଦାବି

ଭୁବନେଶ୍ୱର : ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୨୩ ତାରିଖରେ ଅନୁଗୁଳ-ଭୁବନେଶ୍ବର ରୁଟ୍‌ରେ ୨୪ ଘଣ୍ଟିଆ ପ୍ରତୀକ ଧର୍ମଘଟ କରାଯିବ। ସେହିଦିନ ଅନୁଗୁଳରୁ ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ବସ୍‌ରେ କଳା ପତାକା ଲଗାଇ ପ୍ରତିବାଦ କରାଯିବ। ଆସନ୍ତା ଜାନୁଆରି ୧ ତାରିଖରୁ ଉକ୍ତ ରୁଟ୍‌ରେ ଯାତ୍ରୀବାହୀ ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନୁଗୁଳ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଜିଲ୍ଲା ବସ୍‌ ମାଲିକ […]

ଓଡିଶା

ୱେବ ମିଡିଆ ତର୍ଜ୍ଜମାର ଆପ ଉନ୍ମୋଚନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ୱେବ ମିଡ଼ିଆ ତର୍ଜମାର ଆପ ଉନ୍ମୋଚନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଆପ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଏବିଡ଼ିଓ ନିରଞ୍ଜନ ବେହେରା, ସାମ୍ବାଦିକ ଦେବହରି ବେହେରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ, ପୂର୍ବତନ ଜିଲ୍ଲା […]

ଓଡିଶା

ଆଉ ନାହାନ୍ତି ନନ୍ଦ ସାର୍…

ଆଉ ନାହାନ୍ତି ସମସ୍ତଙ୍କ ପ୍ରିୟ ନନ୍ଦ ସାର୍ । ଭୁବନେଶ୍ୱରର ସ୍ଥିତ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ଥିଲେ ନନ୍ଦ ସାର । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍‌ଙ୍କ ପରଲୋକ ହେବା ନେଇ ସୂଚନା ଦେଇଛନ୍ତି ତାଙ୍କ ନାତି ଖଗେଶ୍ୱର ପୃଷ୍ଟି । ଆଜି ଦିନ ୧ଟା ୨୮ରେ ନନ୍ଦ ସାର୍‌ଙ୍କ ପରଲୋକ […]

ଓଡିଶା ବ୍ୟବସାୟ

ବିଷ ପିଇ ପ୍ରାଣ ହାରିଲେ ଭାଗଚାଷୀ

ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଚାଷୀ ପାଇଁ ଦୁଃଖ ଆଣିଦେଇଛି। ଏଭଳି ପରିସ୍ଥିତିରେ ଧାନ ଓ ପନିପରିବା କ୍ଷତି ସହି ନପାରି ପାତ୍ରପୁର ବ୍ଲକ୍ ଇଲାକାରେ ଜଣେ ଭାଗଚାଷୀ କୀଟନାଶକ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ମୃତକ ଜଣକ ହେଲେ, ତୁରୁବୁଡ଼ି ପଞ୍ଚାୟତ ଉଲୁମା ଗ୍ରାମର କୈଳାସ ଶବର (୫୭)।‘ଜୱାଦ୍’ ବାତ୍ୟାର ପ୍ରଭାବରେ ଶୁକ୍ରବାର ଓ ଗତକାଲି ଲଗାଣ ବର୍ଷା ହେତୁ ଫସଲ ନଷ୍ଟ ହୋଇଯିବାରୁ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ। […]

ବ୍ୟବସାୟ

୨୩ରେ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ

ଭୁବନେଶ୍ୱର : ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୨୩ ତାରିଖରେ ଅନୁଗୁଳ-ଭୁବନେଶ୍ବର ରୁଟ୍‌ରେ ୨୪ ଘଣ୍ଟିଆ ପ୍ରତୀକ ଧର୍ମଘଟ କରାଯିବ। ସେହିଦିନ ଅନୁଗୁଳରୁ ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ବସ୍‌ରେ କଳା ପତାକା ଲଗାଇ ପ୍ରତିବାଦ କରାଯିବ। ଆସନ୍ତା ଜାନୁଆରି ୧ ତାରିଖରୁ ଉକ୍ତ ରୁଟ୍‌ରେ ଯାତ୍ରୀବାହୀ ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନୁଗୁଳ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଜିଲ୍ଲା ବସ୍‌ ମାଲିକ […]

୨୩ରେ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ

ଭୁବନେଶ୍ୱର : ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୨୩ ତାରିଖରେ ଅନୁଗୁଳ-ଭୁବନେଶ୍ବର ରୁଟ୍‌ରେ ୨୪ ଘଣ୍ଟିଆ ପ୍ରତୀକ ଧର୍ମଘଟ କରାଯିବ। ସେହିଦିନ ଅନୁଗୁଳରୁ ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ବସ୍‌ରେ କଳା ପତାକା ଲଗାଇ ପ୍ରତିବାଦ କରାଯିବ। ଆସନ୍ତା ଜାନୁଆରି ୧ ତାରିଖରୁ ଉକ୍ତ ରୁଟ୍‌ରେ ଯାତ୍ରୀବାହୀ ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନୁଗୁଳ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଜିଲ୍ଲା ବସ୍‌ ମାଲିକ […]

ଓଡିଶା

ଅବସର ନେବେ ୧୮ ବରିଷ୍ଠ ବିଶେଷଜ୍ଞ

୨୦୨୨ରେ ଅବସର ନେବେ ରାଜ୍ୟର ୧୮ଜଣ ବରିଷ୍ଠ ତଥା ସ୍ବନାମଧନ୍ୟ ବିଶେଷଜ୍ଞ। ୨୦୨୨ ଜାନୁଆରିରୁ ଡିସେମ୍ବର ସୁଦ୍ଧା ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ କାର୍ଯ୍ୟରତ ବରିଷ୍ଠ ପ୍ରଫେସରମାନେ ଅବସର ଗ୍ରହଣ କରିବେ ଏବଂ କିଏ କେଉଁ ମାସରେ ଅବସରଗ୍ରହଣ କରିବେ, ସେ ସଂପର୍କରେ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଏକ ତାଲିକା ପ୍ରକାଶ କରିଛି।ଜାନୁଆରିରୁ ଡିସେମ୍ବର ମଧ୍ୟରେ ଭୀମସାର୍‌ ମେଡିକାଲ କଲେଜର କାର୍ଡିଓଲୋଜି ବିଭାଗର ପ୍ରଫେସର ଡାକ୍ତର ସୁରେଶ ଚନ୍ଦ୍ର ସାହୁ, ଏମ୍‌କେସିଜି ବ୍ରହ୍ମପୁରର ସର୍ଜରି ବିଭାଗ […]