ସ୍କିନ୍ ଟୁ ସ୍କିନ୍ ଟଚ୍ ଜରୁରୀ ବୋଲି ରାୟ ଦେଇଥିବା ବିଚାରପତିଙ୍କୁ ଶକ୍ତ ଝଟ୍କା
ବମ୍ବେ ହାଇକୋର୍ଟର ଅସ୍ଥାୟୀ ବିଚାରପତି ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲାଙ୍କ ପଦୋନ୍ନତି ଆବେଦନ ଖାରଜ । ପୋକ୍ସୋ ଆକ୍ଟରେ ଯୌନ ଶୋଷଣ ମାମଲା ପାଇଁ ସ୍କିନ୍ ଟୁ ସ୍କିନ୍ ଟଚ୍ ଜରୁରୀ ବୋଲି ରାୟ ଦେଇଥିବା ବିଚାରପତିଙ୍କୁ ଶକ୍ତ ଝଟ୍କା । ଏବେ ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲା ବମ୍ବେ ହାଇକୋର୍ଟରେ ସ୍ଥାୟୀ ବିଚାରପତି ହୋଇପାରିବେ ନାହିଁ । ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିଷ୍ପତ୍ତି ପରେ ଜଷ୍ଟିସ୍ ପୁଷ୍ପା ଭି […]