ଓଡିଶା

ନିଃଶବ୍ଦ ଶୀତୁଆ ରାତିର ସାଥୀ !

ଅସହ୍ୟ ଶୀତରେ ସାଧାରଣ ଲୋକଟିଏ ଯେତେବେଳେ ଘରେ କମ୍ବଳ କିମ୍ବା ରେଜେଇ ଘୋଡେଇ ହୋଇ ଶାନ୍ତିରେ ଶୋଇଥାଏ, ସେତେବେଳେ ଆମେ ଭୁଲିଯାଇଥାଉ ବାହାରେ ଶୋଇଥିବା ଲୋକଙ୍କ ବିଷୟରେ । ସତରେ ଭଗବାନଙ୍କ ସୃଷ୍ଟି କେତେ ବିଚିତ୍ର । ଗୋଟେ ପଟେ ଜଣଙ୍କୁ ସମସ୍ତ ବୌଭବ୍ୟ ମିଳୁଥିବାବେଳେ ଅନ୍ୟପଟେ ଏଭଳି ଅସହ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ । ପେଟ ଚାଖଣ୍ଡକ ପାଇଁ ଦିନରାତି ଅହରହ ପରିଶ୍ରମ କରୁଥିବା ଲୋକଙ୍କ ନିକଟରେ ଯେତେବେଳେ ଖାଦ୍ୟ ଯୋଗାଡ କରିବା ଏକପ୍ରକାର […]

ମନୋରଞ୍ଜନ

ମୁଁ ତୁମକୁ ଭଲପାଏ ସୁଟିଂ ଶେଷ ଜାନୁଆରୀ ରେ ରିଲିଜ୍

ପୁଣି ଏକ ପ୍ରେମ କାହାଣୀ। ଏଥିରେ ପ୍ରେମୀଯୋଡ଼ି ସାଜିଛନ୍ତି ମୁନ୍ନା, ପ୍ରିୟଙ୍କା ଓ ସ୍ବପ୍ନା। ଏମାନଙ୍କ ପ୍ରେମ ପଥରେ ଯେଉଁମାନେ ଫୁଲ ଅଥବା କଣ୍ଟା ବୁଣିବେ ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀତମ୍ ଦାସ, ପିଣ୍ଟୁ ନନ୍ଦ, କେକେ,ବବି ମିଶ୍ର ଏବଂ ଜୀବନ ପଣ୍ଡା ପ୍ରମୁଖ କଳାକାର। ଜୟ ଅମ୍ବେ ପ୍ରଡକ୍ସନ୍ ବ୍ୟାନର ନିବେଦିତ ଏଇ ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରିଥିବା ଅଶୋକ କୁମାର ଦାଶ ଏହାର ପ୍ରଯୋଜନା ମଧ୍ୟ କରୁଛନ୍ତି। ନିର୍ଦ୍ଦେଶନା ଦେବେ ଦିଲୀପ ପଣ୍ଡା। ତ୍ରର […]

ଦେଶ ବିଦେଶ

ପତ୍ନୀ ରୋଜଗାରକ୍ଷମ ହେଲେ ମଧ୍ୟ, ପତି ଭରଣପୋଷଣ ଦେବାକୁ ବାଧ୍ୟ

ପତ୍ନୀ ରୋଜଗାରକ୍ଷମ ଥିଲେ ମଧ୍ୟ ଏଣିକି ପତି ଭରଣପୋଷମ ଦେବାକୁ ମନା କରି ପାରିବେ ନାହିଁ । ମହିଳାଙ୍କୁ ନେଇ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କାରଣ ଅଧିକାଂଶ ମାମଲାରେ ପତ୍ନୀ ନିଜ ପରିବାର ପାଇଁ ଚାକିରୀ ଛାଡି ଦେଇଥାନ୍ତି । ସୂଚନା ଅନୁସାରେ, ତଳକୋର୍ଟରେ ଜଣେ ସୈନ୍ୟ ଅଧିକାରୀଙ୍କୁ ମାସିକ ୩୩୦୦୦ ଟଙ୍କା ଭରଣପୋଷଣ ବାବଦକୁ ପତ୍ନୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ଅଧିକାରୀ ଜଣଙ୍କ ହାଇକୋର୍ଟରେ […]

ଓଡିଶା

ଶାସକ ଦଳ ପାଇଁ ବଦଳିଗଲା କରୋନା ନିୟମ !

ଆସନ୍ତା କାଲି ଅର୍ଥାତ୍ ୨୬ ତାରିଖରେ ବିଜେଡି ପାଳିବ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ । ଏ ନେଇ ରାଜ୍ୟର ସମସ୍ତ ୩୧୪ ବ୍ଲକ, ୧୧୧ ପୌରାଂଚଳ, ୪ଟି ମହାନଗର ନିଗମରେ ବଡ଼ ଧରଣର ଆୟୋଜନ କରିଛି ଦଳ । ଆଗକୁ ପଂଚାୟତ ଓ ପୌରା ନିର୍ବାଚନ ଥିବାରୁ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରୁଛି ଶାସକ ଦଳ । ତେବେ ବିଜେପି ଅଭିଯୋଗ କରିଛି ଦଳୀୟ କାର୍ଯ୍ୟକ୍ରମ ପାଇଁ ଘୋଷଣାର କିଛି ସମୟ […]

ଓଡିଶା

ମାର୍ଚ୍ଚରେ ଦଶମ ପରୀକ୍ଷା ନ ହେଲେ, ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ

ଏବେ ସ୍କୁଲ ପାଇଁ ପୁଣି ଜାରି ହୋଇଛି ଆଲର୍ଟ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସର୍ଭିଲାନ୍ସ ଚାଲିଛି ବୋଲି ପ୍ରକାଶ କରିଛନ୍ତି । ନୋଡାଲ ଅଫିସର ଦୈନିକ ରିପୋର୍ଟ ନେଉଛନ୍ତି । ଡିଇଓମାନଙ୍କ ସହ ନିୟମିତ ବୈଠକ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ ଅଛି, ତାକୁ କଡ଼ାକଡ଼ି ପାଳନ କରାଯାଉଛି । ଅପରପକ୍ଷେ ସରକାରୀ ବିଦ୍ୟାଳୟରେ କୋଭିଡ୍ ସମସ୍ୟା ସେତେ ଆସି ନ ଥିବାବେଲେ ସ୍ବାସ୍ଥ୍ୟ ବିଭାଗ […]

ଦେଶ ବିଦେଶ

ପୁଣି ଫେରିବ କୃଷି ଆଇନ୍ !

ପ୍ରାୟ ବର୍ଷେ କାଳ ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଛି କୃଷି ଆଇନ । ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ପ୍ରଚଣ୍ଡ ବିରୋଧ ଓ ଜୋରଦାର ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଥିବା ବିବାଦୀୟ କୃଷି ଆଇନ୍ ଏବେ ପୁଣି ଥରେ ଆସିବ । ଏହି କୃଷି ଆଇନ୍‌କୁ ପୁଣି ଥରେ ସଂସଦରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ମହରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ ସେ ଏହା କହିଛନ୍ତି […]

Uncategorized

ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଜାରି ।

ଏଥର ଜିରୋ ନାଇଟ୍ ସେଲିବ୍ରେସନ୍ ବନ୍ଦଓମିକ୍ରନ ରୋକିବା ପାଇଁ ଜାରି ହେଲା କଟକଣାଡିସେମ୍ବର ୨୫ ରୁ ଜାନୁଆରୀ ୨ ଯାଏ କଟକଣାବଡଦିନ କେବଳ ଚର୍ଚ୍ଚ ଭିତରେ ହିଁ ପାଳନ ହେବସର୍ବଧିକ ୫୦ ଜଣ ଏକାଠି ପାଳିପାରିବେ ବଡଦିନହୋଟେଲ,କ୍ଲବ,ରେଷ୍ଟୁରାଣ୍ଟରେ ସେଲିବ୍ରେସନ୍ ମନାଏଥର ନୂଆବର୍ଷ ସେଲିବ୍ରେସନ୍ ବନ୍ଦ

ଓଡିଶା

୧୭୨ କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଦମନସିଂ ଗ୍ରାମରେ ୧୭୨ କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ । ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ବାଲିଆପାଳ ବ୍ଲକରେ ୨୧ ଟି ପଞ୍ଚାୟତର ୧୪୪ ଟି ଗ୍ରାମର ଗ୍ରାମବାସୀ ଉପକୃତ ହେବେ । ଉକ୍ତ ମେଗା ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନରେ RWSSର ଏସଡିଓ ଶେଷନାଗ ପ୍ରଧାନ, ଜେଇ ସଞ୍ଜୟ କୁମାର […]

ଓଡିଶା

ନିର୍ବାଚନ ପୂର୍ବରୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରୁଛନ୍ତି ବିଧାୟକ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅଳସୁଧା, ପିତେଇପୁର, ମୁଦୁପୁର ପଂଚାୟତ ସମେତ ବିଭିନ୍ନ ପଂଚାୟତରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦଘାଟନ କଲେ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି । ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ ପରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟରେ ଏହି କାର୍ଡ ହିତାଧିକାରୀଙ୍କୁ ମେଳା ମାଧ୍ୟମରେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଉଛି […]

ଓଡିଶା

ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଲା ! ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଛି । ଏ ନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ । ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା । ରାମକୃଷ୍ଣଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ଏହା ସହ କେନ୍ଦ୍ରମନ୍ତ୍ରୀ […]