ଘୋଷଣା ହେଲା ପୌର ନିର୍ବାଚନ ତାରିଖ…ମାର୍ଚ୍ଚ ୨୪ରେ ମତାଧିକାର ସାବ୍ୟସ୍ତ କରିବେ ମତଦାତା
ପଞ୍ଚାୟତ ନିର୍ବାଚନ ସରୁ ସରୁ ବାଜିଲା ପୌର ନିର୍ବାଚନ ପାଇଁ ବିଗୁଲ । ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଆସନ୍ତା ଫେବୃଆରୀ ୨୮ରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଚଳିତଥର ପୌରସଂସ୍ଥାର ଅଧ୍ୟକ୍ଷ, ମହାନିଗର ନିଗମର ମେୟର ପଦ ପାଇଁ ସିଧାସଳଖ ଭାବେ ଭୋଟ ଦେବେ […]