ଚତୁର୍ଥ ପର୍ଯ୍ୟାୟ ଗଣତିରେ ୨,୪୩୯ ଭୋଟରେ ଲିଡ୍ କରୁଛି ବିଜେପି
ବୌଦ୍ଧ ୪ ନମ୍ବର ଜୋନରେ ଚତୁର୍ଥ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀ ୫,୮୭୯ ଖଣ୍ଡ ଭୋଟ ସହ ୨,୪୩୯ ଭୋଟରେ ଲିଡ୍ କରୁଛନ୍ତି । ଏଠାରେ ବିଜେଡି ପ୍ରାର୍ଥୀ ବୟନ୍ତୀ ପ୍ରଧାନ ୩,୪୪୦ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ, କଂଗ୍ରେସ ପ୍ରାର୍ଥୀ ରଘୁନାଥ ପଲିଆ ୪୩୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ବୌଦ୍ଧରୁ ସୁମନ୍ତ ମେହେର