ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା …ପ୍ରଥମଥର ପାଇଁ ପୌର ନିର୍ବାଚନରେ ରହିବ ନୋଟା ବିକଳ୍ପ ।
ପୌର ନିର୍ବାଚନ ପାଇଁ ଆଜିଠୁ ଆସନ୍ତା ୭ ତାରିଖ ଯାଏଁ ଚାଲିବ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ପୌର ନିର୍ବାଚନ ପାଇଁ କମ୍ ସମୟ ଥିବାରୁ ପ୍ରାର୍ଥୀ ଚୟନରେ ମାତିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଖୁବଶୀଘ୍ର ଏଥିପାଇଁ ପ୍ରାର୍ଥୀତାଲିକା ଘୋଷଣା ହେବ । ୧୦୬ଟି ପୌରପରିଷଦର ମୋଟ ୧୭୩୧ ୱାର୍ଡର ୩ ହଜାର ୩୦ଟି ବୁଥରେ ନିର୍ବାଚନ ହେବ । ମୋଟ ୨୭ ଲକ୍ଷରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ସେହିଭଳି […]