ଓଡିଶା

ଟାହି ଟାପରାରୁ ଗୋଷ୍ଠୀ ସଂଘର୍ଷ; ଘଟଣା ସ୍ଥଳରେ ଚାଲିଗଲା ୪ ଜଣଙ୍କ ଜୀବନ

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଟାହି ଟାପରା କରିବା ନେଇ ଗୋଷ୍ଠୀ ସଂଘର୍ଷ । ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗଞ୍ଜାମ ଜିଲ୍ଲା ପିତଳ ହତ୍ୟାକାଣ୍ଡ ମାମଲାକୁ ନେଇ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଅଭିଯୁକ୍ତଙ୍କୁ ଗିରଫଦାରୀ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଗୋଟିଏ ପରିବାର ୪ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀଙ୍କ ଗିରଫ ଦାବି ଜୋର ଧରିଛି । ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏପଟେ ପିତଳ ଛକରେ […]

ଓଡିଶା

ଜେଲରେ ଏବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଜେଲ୍ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ ଅଭିଯୋଗରେ ଚିଲିକାର ବାହୁବଳୀ ବିଧାୟକ ଜେଲ୍ ଯାଇଛନ୍ତି । ଗତ ମଙ୍ଗଳବାର ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକଙ୍କ ଜାମିନ୍ ଆବେଦନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ବାହୁବଳୀ ବିଧାୟକଙ୍କୁ ବାଣପୁର ଜେଲକୁ ପଠାଇ ଦିଆଯାଇଛି । ଅପରପକ୍ଷେ ବିଧାୟକଙ୍କ […]

ଦେଶ ବିଦେଶ

ବଦଳିଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଡମିଶନ ନିୟମ… ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ପିଲାମାନଙ୍କୁ ନାଁ ଲେଖାଇବାକୁ ଅନୁମତି ମିଳିବ ନାହିଁ

ଜେଏନୟୁ, ଡିୟୁ ସମେତ ବଦଳିଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଡମିଶନ ନିୟମ । ଏଣିକି କମନ ଏଣ୍ଟ୍ରାନ୍ସ ଟେଷ୍ଟ କରାଯାଇ ଛାତ୍ରଛାତ୍ରୀଙ୍କୁ ମିଳିବ ଆଡମିଶନ । ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ପିଲାମାନଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନାଁ ଲେଖାଇବାକୁ ଅନୁମତି ମିଳିବ ନାହିଁ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ୟୁଜିସି ମୁଖ୍ୟ ଏମ୍ ଜଗଦେଶ କୁମାର । ସୂଚନା ଅନୁଯାୟୀ, ନୂଆ କମନ ୟୁନିଭର୍ସିଟି ଏଡୁକେସନ ଟେଷ୍ଟ ଜୁଲାଇ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ […]

ଓଡିଶା

କାହିଁକି ଅନୁଷ୍ଠିତ ହୁଏ ଓଳକଣା ମେଳଣ !

ପୁରାଣ ପ୍ରସିଦ୍ଧ ଐତିହାସିକ ବିମଣ୍ଡିତ ଓଳକଣା ଅନୁଷ୍ଠିତ ହୋଇଯାଇଛି । କାହିଁ କେଉଁ କାଳରୁ ଏହି ମେଳଣ ହୋଇ ଆସୁଅଛି l କଟକ ଜିଲ୍ଲାର ଶେଷ ସୀମା ଓ କେନ୍ଦ୍ରାପଡ଼ା-ଯାଜପୁର ଜିଲ୍ଲାର ସମ୍ମିଳିତ ସଙ୍ଗସ୍ଥଳରେ ଅବସ୍ତିତ ଏ ପ୍ରସିଦ୍ଧ ମେଲଣ ପଡ଼ିଆ । କଥାରେ ଅଛି ଓଳକଣା ମେଳଣ ଆଳି ରାଜା ଝୁଲଣ, ଅସୁରେଶ୍ୱର ରାମନବମୀ ପୁରସ୍ତମ ଚନ୍ଦନ । ଏହି ମେଳଣ ପଡ଼ିଆରେ ଦୁଇଶହରୁ ଅଧିକ ବିମାନ ଦେଖିବାକୁ ମିଳେ । ଏହାର ବିଶେଷତ୍ବ ହେଲା […]

ଓଡିଶା

ଓଡିଶାରେ ଉତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ପୁନରାବୃତ୍ତି

ଓଡିଶାରେ ଉତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ପୁନରାବୃତ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଉପରେ ଗାଡି ଚଢ଼ାଇ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଘଟଣା ସ୍ଥଳରେ ୧୫ ବିଜେପି କର୍ମୀ ଓ ୯ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା । ଏଥିସହ ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା । ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତରମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ […]

ଓଡିଶା

ବିଧାୟକଙ୍କ ଗାଡି ଚଢାଇଦେବା ଘଟଣାରେ ୨୫ ଜଣ ଆହତ: ବାଲୁଗାଁ ଏସଡିପିଓ

ବାଣପୁର ବ୍ଲକ ନିକଟରେ ବିଜେପି କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡି ଚଢାଇଦେବା ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅନ୍ୟ ଗୁରୁତରଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନେକ ସାଧାରଣ ଲୋକ, ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ବିଧାୟକଙ୍କ ଗାଡି ଚଢାଇଦେବା ଘଟଣାରେ ୨୫ ଜଣ ଆହତ ହୋଇଥିବା କହିଛନ୍ତି ବାଲୁଗାଁ ଏସଡିପିଓ । ୭ ଜଣ ପୋଲିସ କର୍ମଚାରୀ, ୧୫ ଜଣ […]

ଓଡିଶା

ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଲେ ବିଧାୟକ

୩ ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହାର ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା  ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବିଧାୟକଙ୍କୁ ଆକ୍ରମଣ କରିଛନ୍ତି ସାଧାରଣ ଜନାତ ।  ଏଥିରେ ବିଧାୟକ ଲହୁଲୁହାଣ ହୋଇଥିବା ସୂଚନା । ତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପଟେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ଚଢ଼ାଇବା ଫଳରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି । ପଞ୍ଚାୟତ […]

ଦେଶ ବିଦେଶ

ସ୍ୱାଧୀନତା ସଂଗ୍ରାମୀ ଭଗବତ ସିଂହଙ୍କ ଗାଁରେ ଶପଥ ନେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ !

ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ଚରଣଜିତ ସିଂହ ଚନ୍ନି । ଆଜି ସେ ମଧ୍ୟାହ୍ନ ସମୟରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୯୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ମାତ୍ର ୧୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା । ଏପରି କି ଚନ୍ନି ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଗୋଟିଏରେ ବି ଜିତି […]

ଓଡିଶା

ଏପ୍ରିଲ ୨୯ରେ ହେବ ମାଟ୍ରିକ ପରୀକ୍ଷା, କେମିତି ହେବ ମୂଲ୍ୟାୟନ ଦେଖନ୍ତୁ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ଏପ୍ରିଲ ୨୯ରୁ ମେ’ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ସମ୍ମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ଯଥାସମ୍ଭବ ପରୀକ୍ଷା ନିଜ ସ୍କୁଲରେ କରାଯିବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ । ସେହିପରି ନିଜ ସ୍କୁଲରେ ପରୀକ୍ଷା ନ ହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ । ଏ ନେଇ ମାଧ୍ୟମିକ ସ୍କୁଲ […]

ଦେଶ ବିଦେଶ

‘ବାବା ବୁଲଡୋଜର୍’ଙ୍କ ବିଜୟ ଯାତ୍ରା ବୁଲଡୋଜରରେ !

ଉତ୍ତରପ୍ରଦେଶରେ ବାଜିମାତ୍ କରିଛି ବିଜେପି । ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ଲକ୍ଷ୍ନୌ ସହରରେ ଗେରୁଆ ଦଳ ଏକ ଭିନ୍ନ ପ୍ରକାର ବିଜୟ ଉତ୍ସବ ପାଳନ କରିଛି । ଦଳୀୟ କର୍ମୀମାନେ ବୁଲଡୋଜର୍ ଉପରେ ଚଢ଼ି ଶୋଭାଯାତ୍ରାରେ ବାହାରିଛନ୍ତି । ଫେବୃଆରି ମାସରେ ନିର୍ବାଚନ ପ୍ରଚାର ବେଳେ ‘ବିଜେପି’ କର୍ମୀମାନେ ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ଯୋଗ ଦେବା ବେଳେ ‘ବୁଲଡୋଜର୍ ବାବା ଜିନ୍ଦାବାଦ୍’ ବୋଲି […]