ଓଡିଶା

ବଢୁଛି ତାପମାତ୍ରା, ୮ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଆଜିଠୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନର ସବୋର୍ଚ୍ଚ ତାପମାତ୍ରା ପାଖାପାଖି ୨ରୁ ୩ଡିଗ୍ରୀ ବଢ଼ିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି ।  ଆଗାମୀ ୪ ଦିନ ଲାଗି ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ‌। ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି […]

ଓଡିଶା

ଆହୁରି ୩ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ

ରାଜ୍ୟରେ ଆହୁରି ୩ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ଆସନ୍ତାକାଲିଠାରୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତପ୍ତ ଶୁଷ୍କବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି । ଫଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇପାରେ । ତେଣୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ଦିନ ରାଜ୍ୟର ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ […]

ଓଡିଶା

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ବେଗୁନିଆପଡା ଫାଣ୍ଡିରେ ଅଭିଯୋଗ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଅଙ୍ଗାର ଗାଁରେ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ଆହତ ହୋଇଥିବା ଯୁବକଙ୍କ ନାମ ଦିଲ୍ଲୀପ କୁମାର ଜେନା । ସୂଚନା ଅନୁସାରେ ରାତିରେ ଅଙ୍ଗାରଗାଁ ବଜାର ଉପରେ କିଛି ଦୁର୍ବୁତ୍ତ ଦିଲ୍ଲୀପଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ପରେ ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଦିଲ୍ଲୀପଙ୍କୁ ଆମ୍ବୁଲାନ୍ସ […]

ଦେଶ ବିଦେଶ

ଗୋଆ ମୁଖ୍ୟମନ୍ତ୍ରୀ ଭାବେ କୋଣକଣୀ ଭାଷାରେ ଶପଥ ନେଲେ ପ୍ରମୋଦ ସାୱାନ୍ତ

ଗୋଆର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ କୋଣକଣୀ ଭାଷାରେ ଶପଥ ନେଲେ ପ୍ରମୋଦ ସାୱାନ୍ତ । 48 ବର୍ଷୀୟ ପ୍ରମୋଦଙ୍କ ଉପରେ ପୁଣି ଭରଷା ଦେଖାଇଛି ଭାରତୀୟ ଜନତା ପାର୍ଟି । ଗୋଆର ପାନାଜୀ ସହର ସ୍ଥିତ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାରେ ଗୋଆର ରାଜ୍ୟପାଳ ପି.ଏସ୍. ଶ୍ରୀଧରନ୍ ପିଲାଇ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । […]

ଓଡିଶା

୨୦ ହଜାର ୨୮୬ ଭୋଟ ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିଲେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ

ବ୍ରହ୍ମପୁର ମହାନଗର ନିଗମରେ ବାଜିଲା ଶଙ୍ଖ । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ । ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ ହଜାର ୨୮୬ ଭୋଟ ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିଛନ୍ତି । ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ହରାଇ ମେୟର ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ସଂଘମିତ୍ରା । ବିଜୟ ପରେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ସମସ୍ତ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ଦେଇଛନ୍ତି […]

ଓଡିଶା

ଚାରିଆଡେ ଖାଲି ଶଙ୍ଖ ଶଙ୍ଖ, ୭ ଟି ଜିଲ୍ଲାର ସମସ୍ତ ପୌରାଧ୍ୟକ୍ଷ ପଦକୁ ଅକ୍ତିଆର କରିଛି ବିଜେଡି

୨୦ ଜିଲ୍ଲାର ଗଣତି ଶେଷ ହୋଇଛି । ସେଥିମଧ୍ୟରୁ ୭ ଟି ଜିଲ୍ଲାର ସମସ୍ତ ପୌରାଧ୍ୟକ୍ଷ ପଦକୁ ଅକ୍ତିଆର କରିଛି ବିଜେଡି । ଅନୁଗୁଳ ଜିଲ୍ଲାର ୩ଟି ପୌରାଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଥିବାବେଳେ ବୌଦ୍ଧ ଓ ଦେବଗଡର ଗୋଟିଏ ଲେଖାଏଁ ପୌରାଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହା ସହ ଯାଜପୁରର ସମସ୍ତ ୨ଟି ପୌରାଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଛି । ଅପରପକ୍ଷେ ସୁବର୍ଣ୍ଣପୁରର ୩ଟି ପୌରାଧ୍ୟକ୍ଷ ପଦ ମଧ୍ୟ ବିଜେଡି […]

ଓଡିଶା

ବ୍ରହ୍ମପୁରରେ ମଧ୍ୟ ବିଜେଡି ଆଗରେ

ବ୍ରହ୍ମପୁର ମହାନଗର ନିଗମରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ 27 ହଜାର 3 ଶହ 61 ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ବିଜେପି ପ୍ରାର୍ଥୀ ସବିତା ସୁଆର 20 ହଜାର 7 ଶହ 36 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥଙ୍କୁ 3 ହଜାର 2 ଶହ 70 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ଚଳିତ ପୌର ନିର୍ବାଚନରେ ପ୍ରଥମ ଥର ଲାଗି ଭୋଟର […]

ଓଡିଶା

ଭୁବନେଶ୍ବରରେ ମେୟର ପ୍ରାର୍ଥୀ ସୁଲୋଚନା ଆଗରେ

ଭୁବନେଶ୍ବର ମହାନଗର ନିଗମରେ ଟ୍ରେଣ୍ଡ ଅନୁସାରେ ଆଗୁଆ ରହିଛି ବିଜେଡି । ବିଜେଡିର ପ୍ରାର୍ଥୀ ସୁଲୋଚନା ଦାସ 11 ହଜାର 3 ଶହ 12 ଭୋଟରେ ଆଗୁଆ ଥିବାବେଳେ ବିଜେପି ପ୍ରାର୍ଥୀ ସୁନିତୀ ମୁଣ୍ଡ 7 ହଜାର 58 ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ 4 ଶହ 34 ଭୋଟରେ ଆଗୁଆ ରହିଛି । ଏବେ ସୁଦ୍ଧା ବିଜେଡି 4 ହଜାର 2 ଶହ 54 ଖଣ୍ଡ ଭୋଟରେ ଆଗୁଆ […]

ଓଡିଶା

ପଞ୍ଚମ ରାଉଣ୍ଡ ସୁଦ୍ଧା କଟକରେ ଆଗୁଆ ରହିଛନ୍ତି ସୁବାସ ସିଂ

କଟକ ମହାନଗର ନିଗମରେ ପଞ୍ଚମ ରାଉଣ୍ଡ ସୁଦ୍ଧା ପୁଣି ବଦଳିଲା ଟ୍ରେଣ୍ଡ । ଟ୍ରେଣ୍ଡରେ ପ୍ରଥମରୁ ଆଗୁଆ ଥିବା କଂଗ୍ରେସ ଦଳ ଏବେ ଦ୍ବିତୀୟ ସ୍ଥାନକୁ ଖସିଛି । ଏବେ ସୁଦ୍ଧା କଂଗ୍ରେସ 11 ହଜାର 9 ଶହ 16 ଭୋଟରେ ଆଗୁଆ ଥିବାବେଳେ ବିଜେଡି 13 ହଜାର 8 ଶହ 61 ଖଣ୍ଡ ଭୋଟରେ ଆଗୁଆ ରହିଛି । ଅପରପକ୍ଷେ ବିଜେପି 5 ହଜାର 1 ଶହ 39 ଖଣ୍ଡ ଭୋଟରେ ଆଗୁଆ ରହିଛି । […]

ଓଡିଶା

କିଏ କେଉଁଠି ଆଗୁଆ ?

କୋଦଳା ଏନଏସି : ବିଜେପି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ନାୟକଉଦଳା ଏନଏସି : ବିଜେପି ପ୍ରାର୍ଥୀ ପ୍ରମିଳା ପଣ୍ଡାରେଢାଖୋଲ ଏନଏସି : ବିଜେପି ପାର୍ଥୀ ଶିବରାମ ସାହୁବୁଗୁଡା ଏନଏସି : ବିଜେଡି ପ୍ରାର୍ଥୀ ଚିତ୍ରସେନ ପ୍ରଧାନବାଙ୍କୀ ଏନଏସି : ବିଜେଡି ପ୍ରାର୍ଥୀ ମାଣିକ ସାହୁବୁଗୁଡା ଏନଏସି : ବିଜେଡି ପ୍ରାର୍ଥୀ ଚିତ୍ରସେନ ପ୍ରଧାନକୋଣାର୍କ ଏନଏସି : ବିଜେଡି ପ୍ରାର୍ଥୀ ସଂଯୁକ୍ତା ତ୍ରିପାଠୀଟିକିଟି ଏନଏସି : ବିଜେଡି ପ୍ରାର୍ଥୀ ଦୀପା କୁମାରୀ ସାହୁ ଫୁଲବାଣୀ ପୌରାଧ୍ୟକ୍ଷ : ବିଜେପି ପ୍ରାର୍ଥୀ […]