ଓଡିଶା କଳା ସଂସ୍କୃତି ମନୋରଞ୍ଜନ

ଆସନ୍ତୁ ଜାଣିବା ତାଳଚେର ସ୍ଥିତ ଗୋପାଳପ୍ରସାଦର ମା ହିଙ୍ଗୁଳାଙ୍କ ପୀଠ ସମ୍ପର୍କରେ କିଛି ରୋଚକ ତଥ୍ୟ…

ପୁରାଣବର୍ଣ୍ଣିତ ଭାରତର ୫୧ଟି ଶକ୍ତି ପୀଠ ମଧ୍ୟରୁ ଓଡିଶାର ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଗୋପାଳ ପ୍ରସାଦର ମା ହିଙ୍ଗୁଳାଙ୍କ ପୀଠ ଅନ୍ୟତମ । କଟକ ସମ୍ବଲପୁର ଜାତୀୟ ରାଜପଥ ୫୫ ନମ୍ବରଠାରୁ ଏହା ମାତ୍ର ୨୨ କିଲୋମିଟର ଦୂର ଏବଂ ପୂର୍ବତଟ ରେଳପଥ ତାଳଚେର ରେଲୱେ ଷ୍ଟେସନଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ । ପୁରାଣ କିମ୍ବଦନ୍ତୀ ଅନୁଯାୟୀ ସତ୍ୟ ଯୁଗରେ ଅଗ୍ନିରୁପି ପରମ ବୈଷ୍ଣବି ମା ନାରାୟଣୀ ସୁମ୍ଭ ନିଶୁମ୍ଭଙ୍କୁ ବଧ କରି […]

ଓଡିଶା ଟ୍ରେଣ୍ଟିଂ

ଆସନ୍ତା ୨୧ ରୁ ବଢ଼ିବ ଓମଫେଡ୍ କ୍ଷୀର ଦର । ଜାଣନ୍ତୁ କେଉଁ କ୍ଷୀରର ଦାମ୍ କେତେ ହେବ ?

ବଢ଼ିବ ଓମଫେଡ୍ କ୍ଷୀର ଦର । ଆଉ ସାଧାରଣ ଜନତାଙ୍କ ପାଇଁ ନୂଆ ଦର ଲାଗୁ ହେବ ଆସନ୍ତା ୨୧ ତାରିଖରୁ । ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଉଛି । ତେଣୁ କ୍ଷୀର […]

ଓଡିଶା କଳା ସଂସ୍କୃତି

ଜାଣନ୍ତୁ ଦଣ୍ଡନାଚର ମହତ୍ତ୍ବ !

ପ୍ରତିବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇଥାଏ ଦଣ୍ଡଯାତ୍ରା । ବୌଦ୍ଧ ଜିଲ୍ଲାରେ କିପରି ଚାଲିଛି ଦଣ୍ଡଯାତ୍ରା ଆସନ୍ତୁ ଦେଖିବା ଆମର ଏଇ ରିପୋର୍ଟ । ବୌଦ୍ଧ ଜିଲ୍ଲାରେ ଦଣ୍ଡଯାତ୍ରା ବେଶ୍ ଧୁମ୍ ଧାମର ସହ ପାଳନ କରାଯାଏ । ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଚରେ ମିଶିବାଦ୍ୱାରା ମା’କାଳୀଙ୍କ କୃପାରୁ ପାପ ଓ […]

ଓଡିଶା ମନୋରଞ୍ଜନ

ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ସମ୍ବଲପୁରୀ ଗୀତ ‘ମୁଇଁ ନାଚମି ସମ୍ବଲପୁରୀ’

ରେଡକ୍ରାବ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ‘ମୁଇଁ ନାଚମି ସମ୍ବଲପୁରୀ’ ଗୀତ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏଥିରେ କଣ୍ଠଶିଳ୍ପୀ ଇପସିତ୍ ଏବଂ ଜ୍ୟେର୍ତିମୟୀଙ୍କ ଡୁଏଟ୍ ଝଲକ ଦେଖିବେ ଦର୍ଶକ ।

ଓଡିଶା

ଆକ୍ସନ ମୁଡ଼ରେ କୋଦଳା ଏନ୍ଏସି ଅଧ୍ୟକ୍ଷ, ବିକାଶ ପାଇଁ ଚାଲିଛି ରଣନୀତି

ଆକ୍ସନ ମୁଡ଼ରେ କୋଦଳା ଏନ୍ଏସି ଅଧ୍ୟକ୍ଷ । ଦାୟିତ୍ୱ ନେବା ପରଠୁ ଏନ୍ଏସିର ବିକାଶ ନିମନ୍ତେ ସଦା ତତ୍ପର ରହୁଛନ୍ତି ନବ ନିର୍ବାଚିତ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ । ପ୍ରତ୍ୟେକ ୱାର୍ଡକୁ ପ୍ରତ୍ୟେହ ବୁଲିବା ସହ ଅଗାମୀ ଦିନରେ କେମିତି ବିକାଶ ହେବ ସେ ନେଇ ଜନସାଧାରଣଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ସ୍ୱଚ୍ଛ, ସୁନ୍ଦର, ପ୍ଲାଷ୍ଟିକ ମୁକ୍ତ ସହର ଭାବେ ଗଢି ତୋଳିବା ସ୍ବପ୍ନ ନେଇ ଅଧ୍ୟକ୍ଷ ଆଗେଇ ଚାଲିଥିବାବେଳେ ତାଙ୍କର […]

ଓଡିଶା

ଗୋଟିଏ ମା ପେଟରୁ ଏକାସମୟରେ ଜନ୍ମିଲେ ୩ ଶିଶୁପୁତ୍ର

ଜଣେ ପ୍ରସୂତି ଏକକାଳିନୀ ଜନ୍ମ ଦେଇଛନ୍ତି ୩ଟି ପୁତ୍ର ସନ୍ତାନ । ତିନିଗୋଟି ନବଜାତ ପୁତ୍ର ସନ୍ତାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥିବା ବେଳେ ମହିଳା ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି l କୋରାପୁଟ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଟପାଡ଼ ବ୍ଲକ ଗୁମୁଡା ପଞ୍ଚାୟତର ତ୍ରିପତି ନାୟକଙ୍କ ପତ୍ନୀ ହେମଳତା ନାୟକ ୩ଟି ପୁତ୍ର ସନ୍ତାନ ଜନ୍ମ […]

ଓଡିଶା

୭୪ ବର୍ଷରେ ପାଦ ଥାପିଲା ରାଜଧାନୀ

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଥାପିଲା ରାଜଧାନୀ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି । ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, […]

ଓଡିଶା

ଗିରଫ ହେବେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ । ଜାତୀୟ ଅନୁସୂଚିତ ଜନଜାତି କମିଶନ ନିଜ ସାମ୍ବିଧାନିକ କ୍ଷମତାକୁ ପ୍ରୟୋଗ କରି ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକାଧିକ ମାମଲାରେ ଜିଲ୍ଲାପାଳଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଥିଲା । ବାରମ୍ବାର ନୋଟିସ ପରେ ବି ହାଜର ହୋଇନଥିଲେ ଜିଲ୍ଲାପାଳ । ତେବେ ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପି ସୁନୀଲ […]

ଓଡିଶା

ଜମି ପାଇଁ ବଡଭାଇର ପରିବାରକୁ ନଷ୍ଟ କରିଦେଲା ସାନଭାଇ

କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା । ଜମିବାଡି ବିବାଦକୁ କେନ୍ଦ୍ରକରି ବଡଭାଇର ପରିବାରକୁ ହତ୍ୟା କଲା ସାନଭାଇ । ମୃତକମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତିସନ୍ଧ୍ୟା । ଝିଅକୁ ୧୮ ବର୍ଷ ହୋଇଥିବା ବେଳେ ଦୁଇ ପୁଅ ନାବାଳକ ଥିଲେ । ଅଭିଯୁକ୍ତଙ୍କ ନାଁ ଶିବ ସାହୁ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନଭାଇ ଘରେ […]

ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶାହବାଜ ଶରିଫ !

ଆଜି ପାକିସ୍ତାନ ବାଛିବ ନୂଆ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଚୟନ ପାଇଁ ନାମାଙ୍କନପତ୍ର ଦାଖଲ କରାଯାଇଛି । ସଂଯୁକ୍ତ ବିରୋଧୀ ଦଳ ପକ୍ଷରୁ PML-N ନେତା ଶାହବାଜ ସରିଫ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଇମ୍ରାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ଶାହା ମେହମୁଦ କ୍ୟୁରେସୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ତେବେ ବିରୋଧୀ ଦଳ ନେତା ଶାହବାଜ ଶରିଫ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ବନିବା ଏକ ପ୍ରକାର ସ୍ପଷ୍ଟ ହୋଇଛି […]