ରାଜ୍ୟବାସୀଙ୍କୁ ତାତିରୁ ମିଳିବ ନିସ୍ତାର…
ଏଣିକି ଅସହ୍ୟ ତାତିରୁ ମିଳିବ ନିସ୍ତାର । କାଳବୈଶାଖୀ ପ୍ରଭାବରେ କମିବ ତାତି । ରାଜ୍ୟରେ ହିଟ୍ ୱେଭରେ ଲାଗିବ ବ୍ରେକ୍ । ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପରବର୍ତ୍ତୀ ୨ ଦିନ ମଧ୍ୟରେ(ମଇ ୧ ରୁ ୨) ୨ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ଦିନର ତାତି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ […]