ଓଡିଶା କଳା ସଂସ୍କୃତି

ସ୍ନାନଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । କିନ୍ତୁ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରି ପାରିବେ ନାହିଁ ଭକ୍ତ ।

ଚଳିତ ବର୍ଷ ସାଆନ୍ତେଙ୍କ ସ୍ନାନଯାତ୍ରାକୁ ଦେଖିପାରିବେ ଭକ୍ତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା । ଭକ୍ତମାନେ ପୂର୍ବଭଳି ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ ।  ସେହିପରି ହାତୀ ବେଶ ପରେ ଭକ୍ତ ସ୍ନାନବେଦୀ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ […]

ଓଡିଶା ଯ଼ୋଗାଯ଼ୋଗ

ରାଜ୍ୟବାସୀଙ୍କୁ ସାହାଯ୍ୟ ମାଗୁଛନ୍ତି ସଙ୍ଗୀତା, ମେଡିକାଲ ବେଡରେ ବ୍ଲଡ କ୍ୟାନ୍ସର ସହ ଜାରି ରହିଛି ସଂଘର୍ଷ

ବାପା-ମାଙ୍କର ସାହା ହେବ ବୋଲି କଥା ଦେଇଥିଲା ସଙ୍ଗୀତା । ସ୍ବପ୍ନକୁ ପୂରଣ କରିବା ଲାଗି କଠୋର ପରିଶ୍ରମ ମଧ୍ୟ ଜାରି ରଖିଥିଲା । ହେଲେ ଦଇବ ସହିଲା ନାହିଁ । ସଙ୍ଗୀତାଙ୍କ ସ୍ବପ୍ନରେ ଏବେ ଡୋରି ବାନ୍ଧି ହୋଇଯାଇଛି । ଏବେ ସଙ୍ଗୀତା ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡିତ ହୋଇ ମେଡିକାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ସଙ୍ଗୀତାଙ୍କ ଜୀବନ ବଞ୍ଚାଇବା ଲାଗି ଦରକାର […]

ଓଡିଶା ଟ୍ରେଣ୍ଟିଂ

ନୂଆ ରୂପରେ ସଜେଇ ହୋଇଛି ମା’ ତାରାତାରିଣୀଙ୍କ ପୀଠ

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ମିଳିଲା ନୂଆ ରୂପରେଖ । ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠରେ ଚାଲିଛି ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ । ଏହି ଉତ୍ସବରେ ଯୋଗ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ସେ ମନ୍ଦିରରେ ପ୍ରଥମେ ମା’ଙ୍କୁ ଦର୍ଶନ କରିବା ସହ ମୁଖ୍ୟ ପୁରୋଧା ସାଜି ପ୍ରତିଷ୍ଠା ଦିବସରେ ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ନୂଆ ସ୍ନାନ ମଣ୍ଡପ, ଦୀପ […]

ଓଡିଶା

ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍

ଗଞ୍ଜାମ ଜିଲ୍ଲା ବେଗୁନିଆ ଫାଣ୍ଡି ଅନ୍ତର୍ଗତ ଏସ୍.ଛନିକା ନିକଟରେ ଗଛରେ ପିଟିହେଲା ଯାତ୍ରୀବାହୀ ବସ୍ । ଫଳରେ ଡ୍ରାଇଭର ସମେତ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯାତ୍ରୀଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ପୂଜା ନାମକ ଯାତ୍ରୀବାହୀ ବସ୍‌ଟି ଅଙ୍ଗାରଗାଁରୁ ପୋଲସରା ଅଭିମୁଖେ ଯାଉଥିଲା । ଏହି ସମୟରେ ଏସ୍.ଛନିକା ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ବସ୍‌ରେ ୪୦ ଜଣ […]

ଓଡିଶା

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ଷ୍ଟାର ପ୍ରଚାରକ ତାଲିକା

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜମିବ ପ୍ରଚାର ମୈଦାନ । ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ  କଂଗ୍ରେସରୁ କିଶୋର ପଟେଲ ନାମାଙ୍କନ ଦାଖଲ କରିଥିବାବେଳେ ତ୍ରିମୁଖୀ ଲଢେଇରେ କିଏ ବାଜିମାତ୍ କରିବ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ।  ଅପରପକ୍ଷେ ମେ’ ୩୧ରେ ବ୍ରଜରାଜନଗର ପାଇଁ ଭୋଟ ଗ୍ରହଣ ହେବ । ଏବଂ ଜୁନ୍ […]

ଓଡିଶା

କୁମ୍ଭାରଗାଁକୁ ମିଳିଲା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମର ସ୍ୱୀକୃତି

ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ସ୍ୱୀକୃତି ପାଇବା ପରେ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଏ ନେଇ ନକ୍ସା ପ୍ରସ୍ତୁତ କରିଛନ୍ତି । ଏହି ଅବସରରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀଣି ସୁମିତ୍ରା ସାହୁ, ଜଳ ଓ ପରିମଳ କନିଷ୍ଟ ଯନ୍ତ୍ରୀ ମମତା ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଉକ୍ତ ଗ୍ରାମକୁ ଯାଇ ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ପାଇଖାନା ବ୍ୟବହାର ଆଦି ବିଭିନ୍ନ ବିଷୟରେ ଥିବା ସୁବିଧା […]

ଓଡିଶା

ଦିବ୍ୟାଙ୍ଗଜନ ସମାଧାନ ଶିବିରରେ ଯୋଗଦେଇ କାର୍ଡ ବାଣ୍ଟିଲେ ବିଧାୟିକା

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ଦିବ୍ୟାଙ୍ଗଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ୨୩ ଜଣ ଦିବ୍ୟାଙ୍ଗଙ୍କୁ କାର୍ଡ ବଣ୍ଟନ କରିଥିବାବେଳେ ୨ ଜଣଙ୍କୁ ହୁଇଲ୍ ଚେୟାର ପ୍ରଦାନ କରିଛନ୍ତି । ଏହି କାର୍ଡ ପାଇବା ଫଳରେ ସେମାନଙ୍କୁ ବସ୍ ଓ ଟ୍ରେନରେ ରିହାତି ମିଳିବା ସହିତ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ସୁଯୋଗ ମିଳିପାରିବ । ଏଥିରେ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ରେଣୁ […]

ଓଡିଶା

ଚିରନିଦ୍ରାରେ ପଦ୍ମଶ୍ରୀ ରଜତ କର, ରାଜ୍ୟବ୍ୟାପୀ ଶୋକ

ଚିର ନିଦ୍ରାରେ ପଦ୍ମଶ୍ରୀ ରଜତ କର । ଓଡ଼ିଆ ସାହିତ୍ୟ, ଜଗନ୍ନାଥ ସଂସ୍କୃତି, ଉପେନ୍ଦ୍ର ଭଞ୍ଜଙ୍କ କୃତୀ ଓ କୀର୍ତ୍ତିକୁ ନେଇ ଜୀବନବ୍ୟାପୀ ସାଧନା କରିଆସିଥିବା ପଦ୍ମଶ୍ରୀ ଡକ୍ଟର ରଜତ କର ଆଉ ନାହାନ୍ତି । ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ପଞ୍ଚାୟତ ରାମଚନ୍ଦ୍ରପୁର (ଚାୟାଁପାଳ)ଭଳି ଏକ ପଲ୍ଲୀରେ ରଜତ କରଙ୍କ ଜନ୍ମ । ପିତା କୁଳମଣି କରଙ୍କ ସୁପୁତ୍ର ରଜତ କର କେବଳ ମାହାଙ୍ଗା ନୁହେଁ ଓଡିଶା ଏବଂ ଓଡିଶା ବାହାରେ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ […]

ଓଡିଶା

ଜାତିପ୍ରଥା ସାଜିଛି ବଇରୀ । ମା’ର ଶବ ଖୋଜୁଛି ନ୍ୟାୟ । ଶବ ସତ୍କାର ହେଇଗଲା, ହେଲେ ଏବେବି ଅନ୍ଧନୀତି ବଞ୍ଚି ରହିଗଲା…

ମା’ର ଶବ ଖୋଜୁଛି ନ୍ୟାୟ । ସମାଜରେ ଜାତିପ୍ରଥାକୁ ନେଇ ଏ କି ପ୍ରକାର ନିୟମ ଚାଲିଛି । ଏକବିଂଶ ଶତାବ୍ଦୀରେ ଆମେ ବଞ୍ଚୁଛେ, ଯେଉଁଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ ବୋଲି କହୁଛେ । ହେଲେ ଏହାକୁ ଆମେ କେତେ ମାନୁଛେ । ଘର ଭିତରେ ଶବ ହୋଇ ପଡିରହିଥିଲା ମା’ । ହେଲେ ଝିଅ ଅନ୍ୟ ଜାତିରେ ବିବାହ କରିଛି ବୋଲି ମା’ର ଶବକୁ ଛୁଇଁବାକୁ ଦେଲେନି ଗାଁ ଲୋକ […]

ଓଡିଶା

ବ୍ରଜରାଜନଗର ଉପନିର୍ବାଚନ: ରାଧାରାଣୀ ପଣ୍ଡାଙ୍କ ଉପରେ ଆସ୍ଥା ପ୍ରକଟ କଲା ବିଜେପି

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଦଳ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ତାଙ୍କ ନାଁରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ଆଉ ଏହାସହ ପ୍ରଥମ ଦଳ ଭାବେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାଁ ଘୋଷଣା କରିଛି ବିଜେପି । ପୂର୍ବରୁ ବ୍ରଜରାଜନଗରରୁ ବିଧାୟିକା ରହି ସାରିଛନ୍ତି ରାଧାରାଣୀ । ତେବେ ଗତ ୨୦୧୯ ନିର୍ବାଚନରେ ବିଜେପିର ହାୱା ଥିବା ସତ୍ତ୍ବେ […]