ଓଡିଶା

୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ

ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୪ ପ୍ରାର୍ଥୀ ଆସି ନାମାଙ୍କନ ଦାଖଲ କରିଛନ୍ତି । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡିର ୪ ଜଣ ଯାକ ପ୍ରାର୍ଥୀ ବିଜୟୀ ହେବା ଏକପ୍ରକାରର ନିଶ୍ଚିତ ହୋଇଛି । ବିଜେଡି ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି ନେତ୍ରୀ ତଥା ମୁଖପାତ୍ର ସୁଲତା ଦେଓ […]

ଓଡିଶା କ୍ରୀଡା

ବାରବାଟୀରେ ଟି-୨୦ ମ୍ୟାଚ୍ ପାଇଁ ବୁଧବାରରୁ ମିଳିବ ଅନଲାଇନ୍ ଟିକେଟ୍ । ଜାଣନ୍ତୁ କେଉଁ ସାଇଟ୍ ଯୋଗେ କରିପାରିବେ ଟିକେଟ୍ ବୁକିଂ

ବାରବାଟୀ ଟି- ୨୦ ପାଇଁ ଆସନ୍ତାକାଲି ସକାଳ ୧୧ଟାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ । ପେଟିଏମ୍ ଇନସାଇଡର ଆପ୍, ପେଟିଏମ୍ ଆପରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ ଦର୍ଶକ । ୫ ହଜାର ଟିକେଟ୍ ଅନ୍‌ଲାଇନରେ ବିକ୍ରି କରାଯିବ । ପରିଚୟ ପତ୍ର ଦେଇ ଜଣେ ବ୍ୟକ୍ତି ଦୁଇଟି ଟିକେଟ୍ ବୁକ୍ କରିପାରିବେ । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ […]

ଓଡିଶା

ବ୍ରଜରାଜନଗରରେ ପ୍ରାର୍ଥଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା…

ଆଜି ସକାଳ ୭ରୁ ବ୍ରଜରାଜନଗର ଉପନିର୍ବାଚନ ଲାଗି ଆରମ୍ଭ ହୋଇଛି ମତଦାନ । ଉପନିର୍ବାଚନର ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ । ବ୍ରଜରାଜନଗର ମୁକୁଟ କିଏ ହାତେଇବ ତାହା ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ନିର୍ଦ୍ଧାରଣ କରିବେ । ଅପରପକ୍ଷେ ମତଦାନକୁ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି । ମତଦାନ ପାଇଁ ମୋଟ ୧ ହଜାର ୨୨୮ ପୋଲିଂ ଅଫିସର […]

ଓଡିଶା

ଆସନ୍ତାକାଲି ବ୍ରଜରାଜନଗରର ଉପନିର୍ବାଚନ, ଭୋଟ ଦେଇ ଜନତା ବାଛିବେ ନିଜର ନେତା

ଆସନ୍ତାକାଲି ବ୍ରଜରାଜନଗରର ଉପନିର୍ବାଚନ । ଗତକାଲି ପ୍ରଚାର ଶେଷ ହୋଇଥିବାବେଳେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା ପୁରା ପ୍ରୟାସ କରିଛନ୍ତି । ସକାଳ ୭ଟାରୁ ୨୭୯ଟି ବୁଥରେ ଭୋଟ ଦେବେ ଜନତା । ସେଥିମଧ୍ୟରୁ ୬୦ଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବରେ ଚିହ୍ନଟ କରାଯାଇଛି । ୩୦ଟି ବୁଥ୍‌କୁ ମଡେଲ ବୁଥ୍‌ ଓ ୫ଟି ବୁଥ୍‌କୁ ପିଙ୍କ ବୁଥ୍‌ କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ […]

ଓଡିଶା

ସୁଯୋଗ ମିଳିଲେ ରାଜନୀତିରେ ପାଦ ଥାପିବେ ପାରଳା ଗଜପତି ବଂଶର ଦାୟଦ ରାଜକୁମାରୀ ନବନିତା ଗଜପତି

ରାଜ୍ୟ ରାଜନୀତିରେ ପାରଳା ରାଜବଂଶର ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି । ଏବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ଦାୟଦ ଗୋପୀନାଥ ଗଜପତି ଦୁଇଥର ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଏହି ରାଜବଂଶକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି । ଗୋପୀନାଥଙ୍କ […]

ଓଡିଶା

ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି । ବିଜେଡି ଯେଉଁମାନଙ୍କୁ ପ୍ରାର୍ଥୀ କରିଛି, ସେମାନେ ହେଉଛନ୍ତି- ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ତାଲିକା ପ୍ରସ୍ତୁତ କରାଯାଇଥିବା କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସସ୍ମିତ ପାତ୍ରଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ପଠାଯାଉଛି । ଏହା ପୂର୍ବରୁ ସେ ୩ […]

ଓଡିଶା

ମହିଳା ବିଜନେସ ମେଳାର ସଫଳତା ପରେ ଜାତୀୟ ସ୍ତରରେ ମେଳା ଆୟୋଜନ କରିବାକୁ ଯାଉଛି ଆଇଡବ୍ଲୁଇସି

ଭୁବନେଶ୍ୱରରେ ଓଡିଶା ବିଜନେସ ମେଳା-୨୦୨୨ର ସଫଳତା ପରେ ଜାତୀୟ ସ୍ତରରେ ମେଳା ଆୟୋଜନ କରିବାକୁ ଯାଉଛି ଆଇଡବ୍ଲୁଇସି । ଏହି ସଂଗଠନ ଓଡିଶା ମଡେଲ ଉପରେ ଆଧାର କରି ମହିଳା ଉଦ୍ୟୋଗୀଙ୍କୁ ନେଇ ବାଙ୍ଗୋଲୋର, ମୁମ୍ବାଇ, ଦିଲ୍ଲୀ,କୋଲକାତା ଓ ପୁଣେରେ ମହିଳା ବିଜନେସ ମେଳା କରିବାକୁ ଯୋଜନା ରଖିଛି । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ମହିଳା ବିଜନେସ ମେଳା ବେଶ ସଫଳତା ହାସଲ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଭୁବନେଶ୍ୱରରେ ହୋଇଥିବା […]

ଓଡିଶା

ଆମ ପାଇଁ ସ୍କୁଲ ଘର ମିଳିଲେ ଆମେ ଭଲରେ ପାଠ ପଢିପାରିବୁ

ପାଠ ପଢିବା ଲାଗି ଛାତ୍ରଛାତ୍ରୀ କରୁଛନ୍ତି କସରତ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଶିକ୍ଷକଙ୍କଠାରୁ ଆରମ୍ଭ କରି ଅଭିଭାବକ ସମସ୍ତଙ୍କର ଗୋଟିଏ ଚିନ୍ତା ପିଲା କେମିତି ପାଠ ପଢିବେ । ଏ ଚିନ୍ତା ଖାଲି ଆଜିର ନୁହେଁ । ଦୀର୍ଘ ୭ ବର୍ଷ ହେବ ଏହି ଚିନ୍ତାରେ ଅଛନ୍ତି ସମସ୍ତେ । କଟକ ଜିଲ୍ଲା ସାଲେପୁର ବ୍ଲକ ତରିତୋ ପଂଚାୟତ ମୁର୍କୁଣ୍ଡି ଗ୍ରାମରେ ଏଭଳି ଏକ ବିଦ୍ୟାଳୟ ରହିଛି, ଯାହା ଦୀର୍ଘ ୭ବର୍ଷ ହେଲା ଏକ ମନ୍ଦିର […]

ଓଡିଶା ମନୋରଞ୍ଜନ

ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ସାମାଜିକ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ ରିଲିଜ୍

ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ସାମାଜିକ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ ରିଲିଜ ହୋଇଯାଇଛି । ଏଥିରେ ଚୁଲବୁଲ୍ ନାୟିକା ଏଲିନା ପ୍ରଥମଥର ପାଇଁ ଏକ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଭାବେ ଅଭିନୟ କରିଛନ୍ତି । ସମାଜରେ ନାରୀ ପ୍ରତି ହେଉଥିବା ନିର୍ଯାତନା, ଏବଂ ଆଇନ ଆଗରେ କିଭଳି ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଶ ପ୍ରମାଣିତ କରୁଛି ଏହି କଥାବସ୍ତୁକୁ ନେଇ କାହାଣୀ ଗତିଶୀଳ ହୋଇଛି । ଚଳଚ୍ଚିତ୍ରରେ ସୁଶାନ୍ତ ମଣି ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ଅପରପକ୍ଷେ ଏଥିରେ ନବାଗତା […]

ଦେଶ ବିଦେଶ

ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିଲା ନୂଆ ନିଯୁକ୍ତି, ପ୍ରଥମ ୯୦ ଦିନ ପାଇଁ ପ୍ରାପ୍ୟ ମିଳିବ ନାହିଁ

ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିଲା ନୂଆ ନିଯୁକ୍ତି । ଏଣିକି ସେ ପଟିଆଲା ସେଣ୍ଟ୍ରାଲ ଜେଲରେ କିରାଣୀ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି । ୧୯୮୮ ମସିହାରେ ‘ରୋଡ୍ ରେଜ୍’ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କ୍ରିକେଟରରୁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।ଜେଲ ମଧ୍ୟରେ ସିଦ୍ଧୁଙ୍କ ସୁରକ୍ଷା ବ୍ୟବସ୍ଥା ଚ୍ୟାଲେଜିଂ ହୋଇଥିବାରୁ ସେ ଜେଲ ଅଫିସର […]