Free2speak

About Author

684

Articles Published
ଓଡିଶା

ବାପା ସାଜିଲା ବଇରୀ, ପାରିବାରିକ କଳହର କରୁଣ ଚିତ୍ର…

ନୂଆପଡା, (ଏଫ୍ଟୁଏସ୍/ କୀର୍ତ୍ତି ଚନ୍ଦ୍ର ନାଗ) : ବାପା ସାଜିଲା ପିଶାଚ । ସ୍ୱାମୀ-ସ୍ତ୍ରୀ ଝଗଡାରେ ବଳି ପଡିଗଲେ ସନ୍ତାନ । ପାରିବାରିକ କଳହର କରୁଣ ପରିଣତି...
ମନୋରଞ୍ଜନ ଯ଼ୋଗାଯ଼ୋଗ

ସାଉଥ କୋରିଆସ୍ଥିତ ସାଂସ୍କୃତିକ ଉତ୍ସବରେ ଡ଼. ରୋଜାଲିନ

ଭୁବନେଶ୍ୱର, (ଏଫ୍ଟୁଏସ୍) : ସାଉଥ କୋରିଆସ୍ଥିତ ପ୍ରସିଦ୍ଧ ‘ନାମି’ ଆଇଲ୍ୟାଣ୍ଡରେ ସାରଙ୍ଗ ଫେଷ୍ଟିଭାଲରେ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ସମ୍ମାନିତ ଅତିଥିଭାବେ...
ଦେଶ ବିଦେଶ

ମୁସଲମାନ ପ୍ରାଧାନ୍ୟ ଆସନରେ ବିଜେପି ନେତ୍ରୀ ଶଗୁନ୍ ପରିହାର ୱିନ୍…

ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ନେତ୍ରୀ ଶଗୁନ୍ ପରିହାର । ଜମ୍ମୁ-କଶ୍ମୀରର କିସ୍ତୱାର ଆସନରୁ ସେ ବିଜୟୀ ହୋଇଛନ୍ତି । ତାଙ୍କ...
ଦେଶ ବିଦେଶ

ହରିୟାଣାର ହିସାର ଆସନରୁ ଜିତିଲେ ଦେଶର ଧନୀ ମହିଳା ତଥା ସ୍ବାଧୀନ ପ୍ରାର୍ଥୀ...

ହରିୟାଣାର ହିସାର ଆସନରୁ ଜିତିଲେ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ । ନିର୍ବାଚନ ଜିତିଲେ ଦେଶର ଧନୀ ମହିଳା । ସାବିତ୍ରୀ ଜିନ୍ଦଲ ହିସାର ଆସନରୁ ୧୮...
ଦେଶ ବିଦେଶ

ଜମ୍ମୁ-କଶ୍ମୀରର ପରବର୍ତ୍ତୀ ସିଏମ୍ ହେବେ ଓମାର ଅବଦୁଲ୍ଲା !

ଭୁବନେଶ୍ବର : ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏନସି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବାକୁ...
ବ୍ୟବସାୟ

ଖୋଲିଲା ‘ମଧୁକୁଞ୍ଜ ଗୋଲ୍ଡ ଏବଂ ଡାଇମଣ୍ଡସ୍ ଜୁଏଲରୀ’ର ତୃତୀୟ ଷ୍ଟୋର…

ଭୁବନେଶ୍ୱର : ଭୁବନେଶ୍ୱରର ଜନପଥରେ ଖୋଲିଲା ‘ମଧୁକୁଞ୍ଜ ଗୋଲ୍ଡ ଏବଂ ଡାଇମଣ୍ଡସ୍ ଜୁଏଲରୀ’ର ନୂଆ ଆଉଟଲେଟ୍ । ଓଡିଶାରେ ଏହା ହେଉଛି ମଧୁକୁଞ୍ଜର ତୃତୀୟ ଷ୍ଟୋର୍‌ ।...
ଓଡିଶା

ହିନ୍ଦୋଳ ଏନଏସି ଦୁର୍ନୀତିର ଗନ୍ତାଘର, ମାଟିମୋରାମ ଏବଂ ବୁଶକଟିଙ୍ଗ ନାମରେ ୫୦ଲକ୍ଷରୁ ଉର୍ଦ୍ଧ୍ୱ...

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସିରେ ଚାଲିଛି ମହାଦୁର୍ନୀତି । ଦେଢ଼ବର୍ଷରେ ଚଳୁ କରିଦେଇଛନ୍ତି କୋଟିକୋଟି ଟଙ୍କା । ଖବରରୁ...
ଓଡିଶା

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ...
ଓଡିଶା

ଶିକ୍ଷା ବିଭାଗର ଦୃଷ୍ଟି ଆଢ଼ୁଆଳରେ ୧୦୭ ବର୍ଷର ପୁରାତନ ହିନ୍ଦୋଳ ସରକାରୀ ଉଚ୍ଚ...

ନାହାନ୍ତି ନିୟମିତ ପ୍ରଧାନ ଶିକ୍ଷକ, ୫ ଜଣ ଶିକ୍ଷୟିତ୍ରୀ ଅନ୍ୟତ୍ର ଡେପୁଟେସନରେଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମହକୁମାରେ ୧୯୧୭...
ଓଡିଶା

ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ…

ବ୍ୟବସାୟ କରୁ କରୁ ପ୍ରାଣ ହରାଇଥିବା ଶୁକଦେବଙ୍କ ପତ୍ନୀଙ୍କୁ ମିଳିଲା ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତାଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଜିଲ୍ଲାର ନିହାଲପ୍ରସାଦ...