ଓଡିଶା

ଆଦର୍ଶ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ମମତା ସୁଆରଙ୍କୁ ସମ୍ବର୍ଦ୍ଧନା…

ବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଆଦର୍ଶ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି ଶିକ୍ଷୟତ୍ରୀ ମମତା ସୁଆର । ଜଗନ୍ନାଥ ପ୍ରସାଦ ସମ୍ବାଦ ସାହିତ୍ୟ ଘର ତରଫରୁ ଆମ ଓଡିଶା ସମ୍ବାଦର ମୁଖ୍ୟ ତଥା ପୂର୍ବତନ ଲୋକସଭା ସାଂସଦ, ପୂର୍ବତନ ରାଜ୍ୟସଭା ସାଂସଦ, ପୂର୍ବତନ ବିଧାୟକ ଖଣ୍ଡପଡା ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଜଗନ୍ନାଥ ପ୍ରସାଦର ରେଞ୍ଜର ସୁଜାତା ରାଣୀ ପଣ୍ଡା ମିଳିତ ଭାବେ ଶିକ୍ଷୟତ୍ରୀ ମମତା ସୁଆରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜୀବନରେ ସମ୍ମାନ ଠୁ ବଡ଼ ଆଉ କିଛି ନାହିଁ । ନିଜର ବ୍ୟସ୍ତ ବହୁଳ ଜୀବନରେ ଶିକ୍ଷାଦାନ ଭଳି ଗୁରୁଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବା ସହ ମାଟି ମା ମାତୃଭାଷା ପ୍ରତି ଶିକ୍ଷୟତ୍ରୀ ମମତା ସୁଆରଙ୍କ ଗଭୀର ମମତ୍ୱବୋଧ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ଆଗାମୀ ଦିନରେ ଶ୍ରୀମତୀ ମମତା ସୁଆରଙ୍କ ଲେଖନୀ ଏଭଳି ଅନେକଙ୍କ ପାଇଁ ପ୍ରରେଣା ହେବା ସହ ତାଙ୍କର ସାହିତ୍ୟ ପ୍ରତିଭା ଆହୁରି ବିକଶିତ ହେଉ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା