ଓଡିଶା

ମାଲାବାରର ସ୍ୱତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ…

ଭୁବନେଶ୍ୱର, ୦୧/୦୬ : ଚନ୍ଦ୍ରଶେଖରପୁରସ୍ଥିତ ମାଲାବାର ଗୋଲଡ୍ ଆଣ୍ଡ ଡାଇମଣ୍ଡସର ଏକ୍ସକ୍ଲୁସିଭ୍ ଆଉଟଟ୍ଟ୍ ପରିସରରେ ୧୦ ଦିନିଆ ସ୍ୱତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି । ଷ୍ଟୋରରେ ଏରା ଓ ପ୍ରେସିଆ ଜୁଏଲେରୀ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ୨୦୨୩-୨୪ ଡ. ସାଇ ପ୍ରସନ୍ନା ବେହେରା ଉଦଘାଟନ କରିଥିଲେ । ଏହି ଏକ୍ସକ୍ଲୁସିଭ୍ ପ୍ରଦର୍ଶନୀରେ ସୁନା ଅଳଙ୍କାର, ଅନ୍୍ କଟ୍ ଡାଏମଣ୍ଡସ୍ ଏବଂ ମୂଲ୍ୟବାନ ରତ୍ନପଥର ଅଳଙ୍କାର ପ୍ରଦର୍ଶନ କରାଯାଇଥିଲା । ଏହି ଫେଷ୍ଟଭାଲ୍ ଗ୍ରାହକଙ୍କ ନିମନ୍ତେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା