ଓଡିଶା

ନବମ ଜାତୀୟ ମାନବ ଅଧିକାର କନକ୍ଳେଭ ଯୁବ ଉଦ୍ୟୋଗୀ ସମ୍ମାନ…

ଭୁବନେଶ୍ୱର : ଆମ୍ବେଦକର ଇଂଟରନ୍ୟାସନାଲ ସେଂଟର, ନୂଆଦିଲ୍ଲୀ ଦ୍ୱାରା ଗାନ୍ଧୀ ପିସ୍ ଫାଉଣ୍ଡେସନ, ଦିନଦୟାଲ ମାର୍ଗ, ଦିଲ୍ଲୀରେ ଆୟୋଜିତ “ନବମ ଜାତୀୟ ମାନବ ଅଧିକାର ଯୁବ ଉଦ୍ୟୋଗୀ ସମ୍ମିଳନୀ”ରେ ପଣ୍ଡିଚେରୀର ପୂର୍ବତନ ରାଜ୍ୟପାଳ କିରନ ବେଦୀ, ପୂର୍ବତନ ସେନାଧ୍ୟକ୍ଷ ଅଧିକାରୀ ଅର୍ଜୁନ ରାମ ମେଘୱାଲ, ଆଇନ ଓ ନ୍ୟାୟ ମନ୍ତ୍ରାଳୟର ଡଃ. ଓ. ପି ୟାଦବ ପ୍ରମୁଖ ଉପସ୍ଥିତ ରହି ମୁନ୍ ଟିଭିର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସଚ୍ଚିକାନ୍ତ ଜେନାଙ୍କୁ “ଭାରତୀୟ ସେବା ରନô ସମ୍ମାନ’ରେ ସମ୍ମାନିତ କରିଛନ୍ତି । ସେହିପରି ଲଞ୍ଚ ସ୍କୟାରର ପ୍ରତିଷ୍ଠାତା ତଥା ଷ୍ଟୁଡିଓ ୪୯ ଏବଂ ଗ୍ଲୋରିଅସ କ୍ୟାଟରର୍ସ, ଭୁବନେଶ୍ୱରର ଶ୍ରୀଯୁକ୍ତ ବୃନ୍ଦାବନ ମିଶ୍ରଙ୍କୁ ମଧ୍ୟ ‘ଯୁବ ଉଦ୍ୟୋଗୀ ସମ୍ମାନ’ରେ ସମ୍ମାନିତ କରାଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା