ଓଡିଶା

ସନସାଇନ ହସ୍ପିଟାଲ ତରଫରୁ ବିଶ୍ଵ ହୃଦ୍ ଦିବସ ଉପଲକ୍ଷେ ଜନସଚେତନତା ପଦଯାତ୍ରା ଆୟୋଜିତ…

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ସନସାଇନ ହସ୍ପିଟାଲ ତରଫରୁ ବିଶ୍ଵ ହୃଦ୍ ଦିବସ ଉପଲକ୍ଷେ ଏକ ଜନସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ଉତ୍କଳ କନିକା ଗାଲେରିଆଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ହସ୍ମିଟାଲ ପ୍ରାଙ୍ଗଣ ପ୍ରର୍ଯ୍ୟନ୍ତ ଚାଲିଥିଲା । ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ରୂପେ ଗୃହ ଏବଂ ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏସିଆନ ବଡି ବିଲଡ଼ିଂ ଚାମ୍ପିଆନ୍-୨୦୨୩ ର ଗୋଲ୍ଡ ମେଡ଼ାଲିଷ୍ଟ ଅମିତ ଭୂଇଆଁ, ସନସାଇନ ହସ୍ପିଟାଲର ଡ଼ାଇରେକ୍ଟର ତଥା ବରିଷ୍ଠ ସ୍ନାୟୁ ସଲ୍ୟ ବିଶେଷଜ୍ଞ ବିଗ୍ରେଡ଼ିୟର ପ୍ରଫେସର ଡ଼ .ପି କେ ସାହୁ, ଡ଼ାଇରେକ୍ଟର ତଥା ବିଶିଷ୍ଟ ଶିଳ୍ପପତି ଡ଼କ୍ଟର ଅଏଶକାନ୍ତ ମହାନ୍ତି, ହୃଦରୋଗ ବିଶେଷଜ୍ଞ ଡକ୍ଟର ବିଶ୍ଵରଞ୍ଜନ ଜେନା, ହୃଦ ଶଲ୍ୟ ବିଶେଷଜ୍ଞ ଡ଼ ଶ୍ଵେତାଙ୍କ ଦାସ, ସିଇଓ ରାଜେଶ ଦତ୍ତ, ଜିଏମ୍ ଆଡମିନଷ୍ଟେସନ କର୍ନେଲ ତିଲୋଚନ ଦାସ, ଜିଏମ୍ ଅପରେସନ୍‌ ଜଗତ ଜୀବନ ଜେନା, ଡ଼ିଜିଏମ୍ ବାଣିଜ୍ୟ – ସନ୍ଦିପ ପୃଷ୍ଟି, ଏନ. କେ ସାମନ୍ତ ରାୟ, ଯୁଗଳ କିଶୋର ସାହୁ, ପି .ଆର୍ .ଓ ଅକ୍ଷୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ହସ୍ପିଟାଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା