ବ୍ରହ୍ମପୁରରେ ମଧ୍ୟ ବିଜେଡି ଆଗରେ

ବ୍ରହ୍ମପୁର ମହାନଗର ନିଗମରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ 27 ହଜାର 3 ଶହ 61 ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ବିଜେପି ପ୍ରାର୍ଥୀ ସବିତା ସୁଆର 20 ହଜାର 7 ଶହ 36 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥଙ୍କୁ 3 ହଜାର 2 ଶହ 70 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ଚଳିତ ପୌର ନିର୍ବାଚନରେ ପ୍ରଥମ ଥର ଲାଗି ଭୋଟର ପ୍ରତ୍ୟେକ୍ଷ ଭାବେ ମେୟର ପ୍ରାର୍ଥୀଙ୍କ ଲାଗି ମତ ଦେଇଛନ୍ତି । ଟ୍ରେଣ୍ଡ ଅନୁସାରେ ବିଜେଡି 6 ହଜାର 6 ଶହ 25 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।