ହିନ୍ଦୋଳ ବ୍ଲକ ୨ ନମ୍ବର ଜୋନରେ ତୃତୀୟ ରାଉଣ୍ଡ ସୁଦ୍ଧା ୧୪୭୪ ଭୋଟରେ ବିଜେଡି ଆଗୁଆ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ୨ ନମ୍ବର ଜୋନରେ ତୃତୀୟ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ୧୫୮୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ତେବେ ବିଜେଡ଼ି ପ୍ରାର୍ଥୀ ସୁମନ୍ତ ଦେହୁରୀ ତୃତୀୟ ରାଉଣ୍ଡରେ ମଧ୍ୟ ୩୦୫୬ ଖଣ୍ଡ ଭୋଟ ସହ ଲିଡ୍ କରୁଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୧୫୦ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ, ଏଯାବତ୍ ୧୪୭ ଖଣ୍ଡ ଭୋଟ ନାକଚ ହୋଇଛି ।
ହିନ୍ଦୋଳରୁ ସୁଜିତ କୁମାର ବେହେରା