ହିନ୍ଦୋଳ ୧ ନମ୍ବର ଜୋନରେ ୩୪ ଖଣ୍ଡ ଭୋଟରେ ଲିଡ୍ କରୁଛି ବିଜେପି

ହିନ୍ଦୋଳ ୧ ନମ୍ବର ଜୋନରେ ତୃତୀୟ ରାଉଣ୍ଡ ଗଣତିରେ ବିଜେଡ଼ିର ମାମାଲି ଦାସ ୯୬୧ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ, ବିଜେପିର ସୁନୀତା ନାଥ ୯୯୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସର ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ୮୬ ଖଣ୍ଡ ଭୋଟ ପାଇଥିବାବେଳେ ୬୨ଟି ଭୋଟ ନାକଚ ହୋଇଥିବା ଜଣାପଡିଛି ।
ହିନ୍ଦୋଲରୁ ସୁଜିତ କୁମାର ବେହେରା