ଓଡିଶା

ଭୋଟ ଭିକ୍ଷା କଲେ ଡ୍ରିମଗାର୍ଲ ହେମାମାଲିନୀ…

ସାଲେପୁର, ୧୮/୫ : କଟକ ସଦର ନିର୍ବାଚନ ମଣ୍ଡଳୀ କିଶନନଗରରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ବାଚନ ରାଲିରେ ସାଂସଦ ତଥା ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ହେମାମାଳିନୀ ଯୋଗ ଦେଇଥିଲେ । ଏହି ରାଲିରେ ରାଜସ୍ଥାନର ମନ୍ତ୍ରୀ ଅବିନାଶ ଗେହେଲଟ ଯୋଗ ଦେଇ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ହେମାଙ୍କ ରାଲି ହୁଲିପୁରରୁ ଆରମ୍ଭ ହୋଇ ରାମଚନ୍ଦ୍ରପୁର ଓ କିଶନନଗର ବଜାର ହୋଇ ହାଇସ୍କୁଲ ପଡିଆ ସ୍ଥିତ ସଭାସ୍ଥଳକୁ ଆସିଥିଲା । ଆୟୋଜିତ ସଭାରେ ମନ୍ତ୍ରୀ ଅବିନାଶ ଗେହେଲଟ, ପ୍ରାର୍ଥୀ ଶ୍ରୀ ସେଠୀଙ୍କୁ ପଦ୍ମଫୁଲରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା