ଓଡିଶା

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଅକ୍ଷୟ ତୃତୀୟା କଲେକ୍ସନ…

ଭୁବନେଶ୍ୱର, ୪/୫ : ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ନେଇ ଆସିଛି ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ । ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ପରିସରରେ ଏକ ସ୍ୱତନ୍ତ୍ର ଅନାବରଣ ଉତ୍ସବର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଚଳିତ ଅକ୍ଷୟ ତୃତୀୟା ଉପଲକ୍ଷେ ମାଲାବାର ପକ୍ଷରୁ ଆକର୍ଷଣୀୟ ଅଫରଗୁଡିକ ସମ୍ପର୍କରେ ଘୋଷଣା କରାଯାଇଛି । ପ୍ରତି ସୁନା ଓ ହୀର ଗହଣା କ୍ରୟ ଉପରେ ଆକର୍ଷଣୀୟ ଅଫର ସାଙ୍ଗକୁ ସୁନାଗହଣାର ମେକିଂ ଚାର୍ଜ ଉପରେ ୨୫% ପର୍ଯ୍ୟନ୍ତ ଏବଂ ପ୍ରେସିଆ ଓ ଏରା ଷ୍ଟଡ୍ ଅଳଙ୍କାରର କ୍ରୟ ଉପରେ ଫ୍ଲାଟ୍ ୨୫%ର ରିହାତି ରହିଛି । ସେହିଭଳି ହୀରା ଗହଣାର କ୍ରୟ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତର ଅଫର ଦିଆଯାଉଛି । ଏହି ଅଫର ଆସନ୍ତା ମେ ୧୨ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଏ ନେଇ ମାଲାବାରର ବାଣିଜ୍ୟ ଅଧିକାରୀ ସିଦ୍ଧେଶ୍ୱର ରଥ ଅକ୍ଷୟ ତୃତୀୟା କଲେକ୍ସନ ଓ ଅଫର ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା