ଓଡିଶା ବ୍ୟବସାୟ

ସେଲିବ୍ରିଟି ସାଜିଲେ ଦୃଷ୍ଟିବାଧିତ କୁନି କୁନି ଶିଶୁ…

ଭୁବନେଶ୍ୱର, ୧୮/୪ : ରାଜନେତା ନୁହଁନ୍ତି କି ସେଲିବ୍ରିଟି ନୁହଁନ୍ତି । ଦୃଷ୍ଟିହୀନ କୁନି କୁନି ପିଲାମାନଙ୍କୁ ସେଲିିବ୍ରିଟି କରି ଷ୍ଟୋର ଖୋଲିଲେ ଷ୍ଟୋର ମାଲିକ । ଭୁବନେଶ୍ୱରରସ୍ଥିତ ସହିଦ ନଗର ମେଘଦୂତ ହୋଟେଲ ପାଖରେ ବାଏ ଟୁ ହ୍ୟାଣ୍ଡ୍ ଲକ୍ଷ୍ମୀ ମୋବାଇଲର ନୂଆ ସୋ ରୁମ୍ ଉଦଘାଟନୀ ଅବସରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଅଞ୍ଚଳବାସୀ ବେଶ୍ ଗର୍ବ ଅନୁଭବ କରିବା ସହିତ ଷ୍ଟୋର ମୁଖ୍ୟ ପରିଚାଳକଙ୍କର ଏଭଳି ଦୃଷ୍ଚଟିଭଙ୍ଗୀକୁ ବେଶ୍ ପ୍ରଶଂସା କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା