ଘରର ଆସବାବାପତ୍ର କିଣନ୍ତୁ ସୁଲଭ ମୂଲ୍ୟରେ…

ଭୁବନେଶ୍ୱର, ୦୯/୧୨ (ଅଭିଜିତ୍ ସିଂ) : ଭୁବନେଶ୍ୱରରେ ଖୋଲିଲା ଲୋକଙ୍କ ପ୍ରିୟ furniture store Creative homesର ପ୍ରଥମ ଆଉଟଲେଟ୍ । ଏହିଷ୍ଟୋର କଟକ-ପୁରୀ ବାଇପାସ୍ ରୋଡ କେଶୁରାଠାରେ ଖୋଲିଛି । ଏଠାରେ ଘରର ସମସ୍ତ ଉପକରଣ ଏପରିକି ସୋଫାଠାରୁ ଆରମ୍ଭ କରି ଜିଜାଇନର ବେଡ୍ ସିଟ୍ ପର୍ଯ୍ୟନ୍ତ ସମସ୍ତ ଉପକରଣ ଉପଲବ୍ଧ ରହିବ । ଏହି ଉପକରଣର ମୂଲ୍ୟ ମଧ୍ୟ ଅନ୍ୟ ଦୋକାନଠାରୁ କମ ରହବ । ଏ ନେଇ ସୂଚନା ଦେଇଛନ୍ତି ଷ୍ଟୋରର ମୁଖ୍ୟ ଡ. ସୌଭାଗ୍ୟଲକ୍ଷ୍ମୀ ସାହୁ । ଉକ୍ରୃଷ୍ଟ ମୂଲ୍ୟର ଏବଂ ନାମୀଦାମୀ କମ୍ପାନୀର ସମସ୍ତ ସାମଗ୍ରୀ ଏଠେର ଉପଲବ୍ଧ ଥିବା କହିଛନ୍ତି ଷ୍ଟୋରର ସିଇଓ ଶୋଭନ ମିଶ୍ର । ଏଠାରେ ବିଶେଷ କରି ଗ୍ଦକ୍ଟ୍ରରମରଗ୍ଦ କମ୍ପାନୀର ସମସ୍ତ ସାମଗ୍ରୀ ରହିଥିବା ଷ୍ଟୋର ପକ୍ଷରୁ କୁହାଯାଇଛି । ଏହି ଷ୍ଟୋରଟି ୧୨୦୦ ବର୍ଗ ଫୁଟ୍ ବିଶିଷ୍ଟ ହୋଇଥିବା ବେଳେ, ଏହାର ମୂଲ୍ୟ ମଧ୍ୟମ ବର୍ଗଙ୍କୁ ସୁହାଇବ ବୋଲି ମ୍ୟାନେଜେର ସୂଚନା ଦେଇଛନ୍ତି ।